କକ୍ଷପଥରେ ଜି-ସାଟ୍ ନାଇନ୍ ସାଟେଲାଇଟ୍: ଉପକୃତ ହେବେ ୭ ଦେଶ

ନୂଆଦିଲ୍ଲୀ: ଆଜି ଉତ୍‌କ୍ଷେପଣ ହୋଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ବିକଶିତ ଜି-ସାଟ୍ ନାଇନ୍ ସାଟେଲାଇଟ୍। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଆଜି ଅପରାହ୍ନ ୪ଟା ୫୭ ମିନିଟରେ ଏହାର ଉତ୍‌କ୍ଷେପଣ କରାଯାଇଛି। ସତୀଶ ଧାୱନ ମହାକାଶ କେନ୍ଦ୍ରରୁ  GSLV F-09 ଜରିଆରେ ଏହାକୁ କକ୍ଷପଥରେ ଅବସ୍ଥାପିତ କରାଯାଇଛି। ଏହାର କାର୍ଯ୍ୟକାଳ ୧୨ ବର୍ଷ। ଯୋଗାଯୋଗ, ଟେଲି-ମେଡିସିନ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରୟୋଗ କ୍ଷେତ୍ରରେ ଭାରତ ସମେତ ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ର ଏଥିରୁ ଉପକୃତ ହେବେ। ଏହାକୁ […]

india-space-satellite_28d2666c-3190-11e7-aae9-524ad91d2809

Rakesh Mallick
  • Published: Friday, 05 May 2017
  • Updated: 05 May 2017, 06:25 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଉତ୍‌କ୍ଷେପଣ ହୋଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ବିକଶିତ ଜି-ସାଟ୍ ନାଇନ୍ ସାଟେଲାଇଟ୍। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଆଜି ଅପରାହ୍ନ ୪ଟା ୫୭ ମିନିଟରେ ଏହାର ଉତ୍‌କ୍ଷେପଣ କରାଯାଇଛି। ସତୀଶ ଧାୱନ ମହାକାଶ କେନ୍ଦ୍ରରୁ  GSLV F-09 ଜରିଆରେ ଏହାକୁ କକ୍ଷପଥରେ ଅବସ୍ଥାପିତ କରାଯାଇଛି। ଏହାର କାର୍ଯ୍ୟକାଳ ୧୨ ବର୍ଷ। ଯୋଗାଯୋଗ, ଟେଲି-ମେଡିସିନ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରୟୋଗ କ୍ଷେତ୍ରରେ ଭାରତ ସମେତ ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ର ଏଥିରୁ ଉପକୃତ ହେବେ। ଏହାକୁ ସାଉଥ ଏସିଆନ୍‌ ସାଟେଲାଇଟ୍ ବୋଲି ମଧ୍ୟ କୁହାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ କୁହାଯାଉଥିବା ଏହି ସାଟେଲାଇଟ୍ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ ପାଇଁ ଭାରତର ଏକ ଉପହାର ବୋଲି ବିବେଚନା କରାଯାଉଛି। ଏହି ସାଟେଲାଇଟ୍‌ ଭାରତର ଦକ୍ଷିଣ ଏସିଆ ପଡୋଶୀ ଦେଶମାନଙ୍କ ସହ ସମ୍ପର୍କ ବୃଦ୍ଧିରେ  ସହାୟକ ହେବ ବୋଲି କୁହାଯାଉଛି। ୮ ସଦସ୍ୟ ବିଶିଷ୍ଟ ସାର୍କ ରାଷ୍ଟ୍ରମାନଙ୍କ ମଧ୍ୟରୁ  ଭାରତ ସମେତ ୭ଟି ଦେଶ ଏହି ପ୍ରୋଜେକ୍ଟର ଅଂଶବିଶେଷ। କେବଳ ପାକିସ୍ତାନ ନିଜକୁ ଏହି  ମହାକାଶ କାର୍ଯ୍ୟକ୍ରମରୁ ଦୂରେଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story