ଜିଏସ୍‌ଟି ବିଲ୍‌ ଅନୁମୋଦନ ପାଇଁ ସେପ୍ଟେମ୍ବର ୧ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଏସ୍‌ଟି ବିଲ୍‌ ସମେତ ୪ଟି ବିଲ୍‌କୁ ମଞ୍ଜୁରୀ ମିଳିଛି। ଜିଏସ୍‌ଟି ବିଲ୍‌ ଅନୁମୋଦନ ପାଇଁ ସେପ୍ଟେମ୍ବର ୧ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏଥିପାଇଁ ମୌସୁମୀ ଅଧିବେଶନ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ସେହିପରି ଉଚ୍ଚଶିକ୍ଷା ପରିଷଦ ଗଠନ, ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି-୨୦୧୬ ଓ ଓଡ଼ିଶା ପ୍ଲାନିଂ ସର୍ଭିସ ରୁଲସ୍‌ ସଂଶୋଧନ ପାଇଁ ମଧ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ […]

cabinet

cabinet

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 08:56 PM IST

Sports

Latest News

cabinetଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଏସ୍‌ଟି ବିଲ୍‌ ସମେତ ୪ଟି ବିଲ୍‌କୁ ମଞ୍ଜୁରୀ ମିଳିଛି। ଜିଏସ୍‌ଟି ବିଲ୍‌ ଅନୁମୋଦନ ପାଇଁ ସେପ୍ଟେମ୍ବର ୧ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏଥିପାଇଁ ମୌସୁମୀ ଅଧିବେଶନ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଉଚ୍ଚଶିକ୍ଷା ପରିଷଦ ଗଠନ, ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି-୨୦୧୬ ଓ ଓଡ଼ିଶା ପ୍ଲାନିଂ ସର୍ଭିସ ରୁଲସ୍‌ ସଂଶୋଧନ ପାଇଁ ମଧ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି, “ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରୁ ଫଣ୍ଡ ଆଣିବାକୁ ହେଲେ ଉଚ୍ଚଶିକ୍ଷା ପରିଷଦ ଗଠନ କରାଯିବାର ଆବଶ୍ୟକତା ରହିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ପରିଷଦର ଅଧ୍ୟକ୍ଷ ଓ ଅଭିଜ୍ଞତା ଥିବା ଜଣେ ପ୍ରଫେସର ଏହାର ଉପାଧ୍ୟକ୍ଷ ରହିବେ। ଉଚ୍ଚଶିକ୍ଷା କ୍ଷେତ୍ରରେ କ’ଣ କରାଯିବ ସେ ନେଇ ଏହି ପରିଷଦ ପରାମର୍ଶ ଦେବ। ଏଥିରେ ୧୫ ଜଣ ସଦସ୍ୟ ରହିବେ। ପ୍ରାୟ ୭ଟି ରାଜ୍ୟରେ ଏପରି ପରିଷଦ ଗଠନ କରାଯାଇ ସାରିଛି।”

ସେ କହିଛନ୍ତି, “ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି-୨୦୧୬କୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏଥିପାଇଁ ଓଡ଼ିଶାରେ ଶିଳ୍ପାୟନ ପାଇଁ ଉପଯୁକ୍ତ ଇକୋ ସିଷ୍ଟମ ସୃଷ୍ଟି କରାଯିବ। ଏହାଦ୍ୱାରା ଆଗାମୀ ୫ବର୍ଷ ମଧ୍ୟରେ ୧୦୦୦ ଷ୍ଟାର୍ଟଅପ୍‌ କରାଯିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏଥିପାଇଁ ୨୫ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯାଇଛି। ଯେଉଁ ଯୁବ ଶିଳ୍ପପତିମାନେ ଷ୍ଟାର୍ଟଅପ୍‌ କରିଛନ୍ତି ସେମାନଙ୍କୁ ଏକ ବର୍ଷ ପାଇଁ ମାସିକ ୧୦,୦୦୦ ଟଙ୍କା ସହାୟତା ଦିଆଯିବ। ଯେଉଁମାନେ ଭଲ ଷ୍ଟାର୍ଟଅପ୍‌ କରିବେ ସେମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ।”

ସେ କହିଛନ୍ତି, “ଓଡ଼ିଶା ପ୍ଲାନିଂ ସର୍ଭିସ ରୁଲସ୍‌ ଆମଣ୍ଡମେଣ୍ଟକୁ ମଞ୍ଜୁରୀ ମିଳିଛି। ଆସିଷ୍ଟାଣ୍ଡ ଡାଇରେକ୍ଟର ପ୍ଲାନିଂରୁ ଡେପୁଟି ଡାଇରେକ୍ଟର ପ୍ଲାନିଂକୁ ହେଉଥିବା ପଦନ୍ନୋତିରେ ସମସ୍ୟା ରହୁଥିଲା। ଏଥିପାଇଁ ୬ ବର୍ଷ ଅଭିଜ୍ଞତାର ଯୋଗ୍ୟତା ରଖାଯାଇଥିବାରୁ ଆବଶ୍ୟକ ପ୍ରାର୍ଥୀ ମିଳୁନାହାନ୍ତି। ଏବେ ୬ ବର୍ଷ ବଦଳରେ ୪ ବର୍ଷର ଅଭିଜ୍ଞତାକୁ ଆଧାର କରି ଡେପୁଟି ଡାଇରେକ୍ଟର ପ୍ଲାନିଂ ପଦକୁ ପଦୋନ୍ନତି ଦିଆଯିବ।”

ଆସନ୍ତା ୨୬ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଇନ୍‌ଭେଷ୍ଟର ମିଟ୍‌ ସମ୍ମିଳନୀରେ ଷ୍ଟ୍ରାଟ୍‌ଅପ୍‌ ପଲିସିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ସେହିପରି ୨୦୨୦ ସୁଦ୍ଧା ଓଡ଼ିଶା ପୁଞ୍ଜି ନିବେଶ କ୍ଷେତ୍ରରେ କିଭଳି ଦେଶର ଟପ୍‌-୩ ରାଜ୍ୟ ମଧ୍ୟରେ ସାମିଲ ହେବ ସେ ନେଇ ପଲିସିରେ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story