ବିଧାନସଭାରେ ଜିଏସ୍‌ଟି ବିଲ୍‌ ପାସ୍

ଭୁବନେଶ୍ୱର: ଆଜି ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଜିଏସ୍‌ଟି ବିଲ୍‌ ପାରିତ ହୋଇଯାଇଛି। ବିଲ୍ ପାସ୍ ହେବା ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଜିଏସ୍‌ଟି ବିଲ୍‌କୁ ପାରିତ କରିବା ପାଇଁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ଏଥିରେ ସହଯୋଗ କରିଥିବାରୁ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଲ୍‌ ପାସ୍‌ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦଳର ବିଧାୟକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି,“ଜିଏସ୍‌ଟି ଲାଗୁ ହେଲେ ସବୁ ବର୍ଗର ଲୋକେ ଲାଭବାନ ହେବେ। […]

naveen

naveen

Rakesh Mallick
  • Published: Thursday, 01 September 2016
  • Updated: 01 September 2016, 09:18 PM IST

Sports

Latest News

naveenଭୁବନେଶ୍ୱର: ଆଜି ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଜିଏସ୍‌ଟି ବିଲ୍‌ ପାରିତ ହୋଇଯାଇଛି। ବିଲ୍ ପାସ୍ ହେବା ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଜିଏସ୍‌ଟି ବିଲ୍‌କୁ ପାରିତ କରିବା ପାଇଁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ଏଥିରେ ସହଯୋଗ କରିଥିବାରୁ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ବିଲ୍‌ ପାସ୍‌ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦଳର ବିଧାୟକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି,“ଜିଏସ୍‌ଟି ଲାଗୁ ହେଲେ ସବୁ ବର୍ଗର ଲୋକେ ଲାଭବାନ ହେବେ। ବିଭିନ୍ନ ଜିନିଷ ଉପରୁ ଟିକସର ବୋଝ କମିବ। ଜିଏସ୍‌ଟି ସହିତ ଗ୍ରୀନ୍ ଟ୍ୟାକ୍ସ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ।”

ଜିଏସ୍‌ଟି ବିଲ୍ ପାରିତ କରିବା ପାଇଁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ବେଳେ ଗୃହ କାର୍ଯ୍ୟ ଆରମ୍ଭରୁ ଏହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ବିରୋଧୀ। ଦିବଂଗତଙ୍କ ପ୍ରତି ଶୋକ ପରେ ନିଜ ଆସନରେ ଠିଆ ହୋଇ ଏ ସଂପର୍କରେ କହିବାକୁ ଚାହୁଁଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ତେବେ ବାଚସ୍ପତି ତାଙ୍କୁ ଅନୁମତି ଦେଇ ନ ଥିଲେ। ଅନ୍ୟପକ୍ଷରେ ଜିଏସ୍‌ଟି ସଂପର୍କିତ ସଂକଳ୍ପ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସମୟରେ ବିରୋଧୀ ଦଳ ନେତାଙ୍କ ସହିତ ସବୁ କଂଗ୍ରେସ ବିଧାୟକ ନିଜ ଆସନରେ ଠିଆ ହୋଇ ରହିଥିଲେ। ଅନୁମତି ପାଇବା ପରେ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ନେଇ ଶାସକ ଦଳ ଉପରେ ବର୍ଷି ଥିଲେ ନରସିଂହ। ହିଟଲରି ଶାସନର ଉଦାହରଣ ଦେଇ ସରକାର ସମ୍ବିଧାନକୁ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ସେ ଅଭିଯୋଗ କରିଥିଲେ। ଜିଏସ୍‌ଟି ସପକ୍ଷରେ ମତ ରଖି ବିଜେଡି ସାଂସଦଙ୍କ ଭିତରେ ଏହାକୁ ନେଇ ଥିବା ଦ୍ୱନ୍ଦ୍ୱ କଥା ବି ଉଠାଇଥିଲେ ନରସିଂହ। ଆଲୋଚନାରେ ଭାଗ ନେଇ ସବୁ ଦଳର ବିଧାୟକ ଜିଏସ୍‌ଟି ବିଲ୍‌କୁ ସମର୍ଥନ କରିଥିଲେ।

ଜିଏସ୍‌ଟି ବିଲ୍‌ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଛି। ତେବେ ଏହା ସମ୍ବିଧାନ ସଂଶୋଧିନ ବିଲ୍ ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅତି କମ୍‌ରେ ୫୦ ପ୍ରତିଶତ ରାଜ୍ୟଙ୍କ ସହମତି ଆବଶ୍ୟକ। ସେ ଦୃଷ୍ଟିରୁ ଆଜି ଓଡ଼ିଶା ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା।

ଜିଏସ୍‌ଟି ବିଲ୍‌କୁ ବିଜେଡି ଓ କଂଗ୍ରେସ ସଂସଦରେ ସମର୍ଥନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story