ବନ୍ଧୁକ ସଫା ବେଳେ ଗୁଳି ଫୁଟି ହାବିଲଦାର ମୃତ

ସାଲେପୁର: ବନ୍ଧୁକ ସଫା କରୁଥିବା ବେଳେ ଗୁଳି ଫୁଟି ସାଲେପୁର କିଶନ ନଗର ଥାନାରେ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଆର୍ମରୀ ହାବିଲଦାର୍ ସରୋଜ ପଟ୍ଟନାୟକ। ସେ ଜିଲ୍ଲା ରିଜର୍ଭ ପୋଲିସ୍ ହେଡକ୍ୱାର୍ଟର୍ସରେ କାର୍ଯ୍ୟ କରୁଥିଲେ। ବନ୍ଧୁକ ସଫା କରିବାକୁ ସରୋଜ ଆଜି କିଶନନଗର ଥାନାକୁ ଆସିଥିଲେ। ତାଙ୍କ ଦେହରେ ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ଏସ୍‌ସିବି ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

salepur

salepur

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 06:12 PM IST

Sports

Latest News

ସାଲେପୁର: ବନ୍ଧୁକ ସଫା କରୁଥିବା ବେଳେ ଗୁଳି ଫୁଟି ସାଲେପୁର କିଶନ ନଗର ଥାନାରେ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଆର୍ମରୀ ହାବିଲଦାର୍ ସରୋଜ ପଟ୍ଟନାୟକ। ସେ ଜିଲ୍ଲା ରିଜର୍ଭ ପୋଲିସ୍ ହେଡକ୍ୱାର୍ଟର୍ସରେ କାର୍ଯ୍ୟ କରୁଥିଲେ।

ବନ୍ଧୁକ ସଫା କରିବାକୁ ସରୋଜ ଆଜି କିଶନନଗର ଥାନାକୁ ଆସିଥିଲେ। ତାଙ୍କ ଦେହରେ ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ଏସ୍‌ସିବି ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos