ହାଡୁ ବଗର୍ତ୍ତି ଆତ୍ମହତ୍ୟା ଘଟଣା: ତଦନ୍ତ ସାରିଲେ ଜିଲ୍ଲାପାଳ, ଦୁଇ ଦିନ ଭିତରେ ଦେବେ ରିପୋର୍ଟ

ବରଗଡ଼: ବରଗଡ଼ ଚାଷୀ ହାଡ଼ୁ ବଗର୍ତ୍ତିଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଦୁଇ ଦିନ ମଧ୍ୟରେ ସରକାରଙ୍କୁ ଦିଆଯିବ। କୃଷି ବିଭାଗ, ଗୃହ ବିଭାଗ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଏହି ରିପୋର୍ଟ ଦିଆଯିବ। ଆଜି ସ୍ୱର୍ଗତ ହାଡ଼ୁ ବଗର୍ତ୍ତିଙ୍କ ଗାଁ କେନ୍ଦପାଲିରେ ପହଞ୍ଚି ତଦନ୍ତ କରିବା ପରେ ଏହି ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ। ଅନେକ ବାଦ ବିବାଦ ପରେ ଆଜି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ଓ ଏସ୍‌ପି […]

hadu

hadu

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 01:03 PM IST

ବରଗଡ଼: ବରଗଡ଼ ଚାଷୀ ହାଡ଼ୁ ବଗର୍ତ୍ତିଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଦୁଇ ଦିନ ମଧ୍ୟରେ ସରକାରଙ୍କୁ ଦିଆଯିବ। କୃଷି ବିଭାଗ, ଗୃହ ବିଭାଗ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଏହି ରିପୋର୍ଟ ଦିଆଯିବ। ଆଜି ସ୍ୱର୍ଗତ ହାଡ଼ୁ ବଗର୍ତ୍ତିଙ୍କ ଗାଁ କେନ୍ଦପାଲିରେ ପହଞ୍ଚି ତଦନ୍ତ କରିବା ପରେ ଏହି ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ।

ଅନେକ ବାଦ ବିବାଦ ପରେ ଆଜି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ଓ ଏସ୍‌ପି  ବି. ଯୁଗୋଳ କିଶୋର ହାଡ଼ୁଙ୍କ ଘରକୁ ଯାଇ ତନାଘନା କରିଥିଲେ।  ଉଭୟ ମୃତ ହାଡୁଙ୍କ ପରିବାର ଲୋକ ଓ ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ହାଡୁଙ୍କ ଚାଷ ଜମି ବୁଲି ଦେଖିଥିଲେ।

ଏହା ପୂର୍ବରୁ ହାଡ଼ୁଙ୍କ ଗାଁକୁ ଯାଇ ସଜମିନ୍ ତଦନ୍ତ କରିଥିଲେ ବିଭାଗୀୟ ଅଧିକାରୀ। ପାଣି ଅଭାବରୁ ହାଡୁଙ୍କ କୋବି ଓ ଧାନ ଫସଲ ନଷ୍ଟ ହୋଇଥିବା ନେଇ ସେମାନେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story