ହାଇଟେକ୍ ଜମି ଠକେଇ ମାମଲା: ସୁପ୍ରିମକୋର୍ଟରେ ବକେୟା ୧୩ କୋଟି ଟଙ୍କା ଦାଖଲ କଲେ ତିରୁପତି

ଭୁବନେଶ୍ୱର: ହାଇଟେକ୍ ଜମି ଠକେଇ ମାମଲାରେ ବିଲଡର ତିରୁପତି ପାଣିଗ୍ରାହୀ ଆଜି ସୁପ୍ରିମକୋର୍ଟରେ ବକେୟା ୧୩ କୋଟି ଟଙ୍କା ଦାଖଲ କରିଛନ୍ତି। ଏଥିସହିତ ତାଙ୍କ ଜାମିନ ବଳବତ୍ତର ରହିଛି। ୬୩ କୋଟି ୫୦ ଲକ୍ଷରୁ ବକେୟା ୧୩ କୋଟି ଟଙ୍କା ୪ ସପ୍ତାହ ମଧ୍ୟରେ ଜମା କରିବାକୁ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ମାସରେ ତିରୁପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟଙ୍କା ନ ଦେଲେ ତାଙ୍କ ସର୍ତ୍ତମୂଳକ ଜାମିନ ବାତିଲ ହେବ ବୋଲି କୋର୍ଟ କହିଥିଲେ। ପୂର୍ବରୁ ତିରୁପତି ପାଣିଗ୍ରାହୀ […]

tirupati

tirupati

Rakesh Mallick
  • Published: Friday, 22 April 2016
  • Updated: 08 February 2017, 04:38 PM IST

Sports

Latest News

ଭୁବନେଶ୍ୱର: ହାଇଟେକ୍ ଜମି ଠକେଇ ମାମଲାରେ ବିଲଡର ତିରୁପତି ପାଣିଗ୍ରାହୀ ଆଜି ସୁପ୍ରିମକୋର୍ଟରେ ବକେୟା ୧୩ କୋଟି ଟଙ୍କା ଦାଖଲ କରିଛନ୍ତି। ଏଥିସହିତ ତାଙ୍କ ଜାମିନ ବଳବତ୍ତର ରହିଛି।

୬୩ କୋଟି ୫୦ ଲକ୍ଷରୁ ବକେୟା ୧୩ କୋଟି ଟଙ୍କା ୪ ସପ୍ତାହ ମଧ୍ୟରେ ଜମା କରିବାକୁ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ମାସରେ ତିରୁପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟଙ୍କା ନ ଦେଲେ ତାଙ୍କ ସର୍ତ୍ତମୂଳକ ଜାମିନ ବାତିଲ ହେବ ବୋଲି କୋର୍ଟ କହିଥିଲେ। ପୂର୍ବରୁ ତିରୁପତି ପାଣିଗ୍ରାହୀ ୪ଟି କିସ୍ତିରେ ୫୦ କୋଟି ୫ ଲକ୍ଷ ଟଙ୍କା ସୁପ୍ରିମକୋର୍ଟରେ ଜମା କରିଥିଲେ।

୨୦୧୪ରେ ସୁପ୍ରିମକୋର୍ଟ ତିରୁପତିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

ତିରୁପତି ପାଣିଗ୍ରାହୀ କହିଛନ୍ତି,“ସୁପ୍ରିକୋର୍ଟଙ୍କ ରାୟକୁ ମୁଁ ସ୍ୱାଗତ କରୁଛି ଓ ସମ୍ମାନ ବି ଦେଉଛି। ଜମାକାରୀଙ୍କ ଯେଉଁ ଅସୁବିଧା ହୋଇଥିଲା ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁଁ ସବୁ ଟଙ୍କା ଦାଖଲ କରିଛି। ଜମାକାରୀ କିପରି ତାଙ୍କ ଟଙ୍କା ଫେରି ପାଇବେ କୋର୍ଟ ସେ କଥା ବୁଝିବ। ଆଇନ ତା’ ବାଟରେ ଯାଉଛି। ମୁଁ ଆଇନକୁ ସମ୍ମାନ କରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story