ମୋତିଲାଲ ଗୌଡ଼ଙ୍କ ସହଯୋଗୀ ହାପି କରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ଼ ଜାଲ ବିଜ୍ଞାପନ ଲିଙ୍କ୍‌ ନେଇ ସରକାରୀ କର୍ମଚାରୀ ହିମାଂଶୁ କର ଓରଫ ହାପିଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ହାପି କରଙ୍କ ପୈତୃକ ଘର, ସରକାରୀ କ୍ୱାର୍ଟର୍ସ, ତାଙ୍କ ଶ୍ୱଶୁର ଘର ଓ ଦୁଇ ସହଯୋଗୀ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରଯାଇଛି। ହାପି କର କ୍ୟାପିଟାଲ ହସପିଟାଲର ତୃତୀୟ ଶ୍ରେଣୀ କର୍ମଚାରୀ ହୋଇଥିଲେ ମଧ୍ୟ […]

happy kar

happy kar

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 06:43 PM IST

Sports

Latest News

happy karଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ଼ ଜାଲ ବିଜ୍ଞାପନ ଲିଙ୍କ୍‌ ନେଇ ସରକାରୀ କର୍ମଚାରୀ ହିମାଂଶୁ କର ଓରଫ ହାପିଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ହାପି କରଙ୍କ ପୈତୃକ ଘର, ସରକାରୀ କ୍ୱାର୍ଟର୍ସ, ତାଙ୍କ ଶ୍ୱଶୁର ଘର ଓ ଦୁଇ ସହଯୋଗୀ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରଯାଇଛି।

ହାପି କର କ୍ୟାପିଟାଲ ହସପିଟାଲର ତୃତୀୟ ଶ୍ରେଣୀ କର୍ମଚାରୀ ହୋଇଥିଲେ ମଧ୍ୟ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ଅଢ଼େଇ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଥିଲା। ରାଜନେତା ଓ ଡାକ୍ତର ମୋତିଲାଲଙ୍କ ମଧ୍ୟସ୍ଥି ସାଜିଥିଲେ ହାପି। ହାପିଙ୍କୁ ଚିହ୍ନିଥିବା ନେଇ ମୋତିଲାଲ ସ୍ୱୀକାର କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ହାପିଙ୍କୁ ଜେରା କରିଥିଲା।

ଭିଜିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି,“ମୋତିଲାଲ୍‌ଙ୍କ ସହଯୋଗୀ ହାପି କରଙ୍କ ଘରେ ଆଜି ଚଢ଼ାଉ କରାଯାଇଛି। ହାପିଙ୍କ କେନ୍ଦ୍ରାପଡ଼ା ଘର ସମେତ ଭୁବନେଶ୍ୱରର ୬ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ଆୟ ବହିର୍ଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ହାପିଙ୍କ ନିକଟରୁ କିଛି ତଥ୍ୟ ପାଇବା ପାଇଁ ଏହି ଚଢ଼ାଉ କରାଯାଇଛି। ପରବର୍ତ୍ତୀ ତଦନ୍ତରେ ଏହା ସାହାଯ୍ୟ କରିବ।”

ହାପି କର କହିଛନ୍ତି,“ମୋତିଲାଲ ଗୌଡଙ୍କୁ କେବଳ ଡାକ୍ତର ବୋଲି ମୁଁ ଜାଣିଛି। ତାଙ୍କ ସହ ମୋ କୌଣସି ଅର୍ଥ କାରବାର ହୋଇ ନାହିଁ। ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ମୋ ପାଇଁ କାଳ ହେଲା। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ସବୁ ଜଣାପଡ଼ିବ।”

କ୍ୟାପିଟାଲ ହସପିଟାଲ ଉପ ଅଧିକ୍ଷକ କହିଛନ୍ତି,“ହାପି କରଙ୍କ ଘରେ ଚଢ଼ାଉ ନେଇ ଭିଜିଲାନ୍ସ କିଛି ଜଣାଇନାହିଁ।। ପୂର୍ବରୁ ଯେଉଁ ତଥ୍ୟ ଭିଜିଲାନ୍ସ ମାଗିଥିଲା ସବୁ ତଥ୍ୟ ଆମେ ଦେଇଛୁ। ଭିନ୍ନକ୍ଷମ ପ୍ରମାଣ ପତ୍ର ସଂପର୍କୀୟ ଆମକୁ ମାଗିଥିଲା। ପରବର୍ତ୍ତୀ ନିର୍ଦ୍ଦେଶ ଆସିଲା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story