ଖୁସି ଖବର!  ମାର୍ଚ୍ଚ ରହିବ ଥଣ୍ଡା ଥଣ୍ଡା କୁଲ୍ କୁଲ୍‌

ଭୁବନେଶ୍ୱର: ମାର୍ଚ୍ଚ ୩ ତାରିଖରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ରହିଥିଲା। ଏହା ସହିତ ଅନୁଗୋଳ, ଝାସୁଗୁଡ଼ା ଓ ଟିଟିଲାଗଡ଼ ଆଦି ସ୍ଥାନରେ ପାରଦ ଉପରମୁହାଁ ଥିଲା। ଏଣୁ ଆଶଙ୍କା ଥିଲା ଜାଡ଼କୁ ଆଉ ଅଧିକ ଦିନ ରହିବାକୁ ଦେବନି ଖରା। ଅତିଶୀଘ୍ର ପାରଦ ୪୦ ଡେଇଁ ଯିବ।  ହେଲେ ଗତକାଲିଠୁ ସ୍ଥିତି ବଦଳି ଯାଇଛି। ବାରିପଦାରେ କୁଆପଥର ମାଡ଼ ହୋଇଥିବା ବେଳେ ବାଲେଶ୍ୱରରେ ହୋଇଥିଲା ହାଲ୍‌କା ବର୍ଷା। ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ମେଘୁଆ […]

winter

winter

Rakesh Mallick
  • Published: Monday, 06 March 2017
  • Updated: 06 March 2017, 05:24 PM IST

Sports

Latest News

ଭୁବନେଶ୍ୱର: ମାର୍ଚ୍ଚ ୩ ତାରିଖରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ରହିଥିଲା। ଏହା ସହିତ ଅନୁଗୋଳ, ଝାସୁଗୁଡ଼ା ଓ ଟିଟିଲାଗଡ଼ ଆଦି ସ୍ଥାନରେ ପାରଦ ଉପରମୁହାଁ ଥିଲା। ଏଣୁ ଆଶଙ୍କା ଥିଲା ଜାଡ଼କୁ ଆଉ ଅଧିକ ଦିନ ରହିବାକୁ ଦେବନି ଖରା। ଅତିଶୀଘ୍ର ପାରଦ ୪୦ ଡେଇଁ ଯିବ।  ହେଲେ ଗତକାଲିଠୁ ସ୍ଥିତି ବଦଳି ଯାଇଛି। ବାରିପଦାରେ କୁଆପଥର ମାଡ଼ ହୋଇଥିବା ବେଳେ ବାଲେଶ୍ୱରରେ ହୋଇଥିଲା ହାଲ୍‌କା ବର୍ଷା। ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ମେଘୁଆ ପାଗ ରହିଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ରିମ୍‌ଝିମ୍ ଦୁଇ ଠୋପା ବର୍ଷା ପଡ଼ିଥିଲା। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ହାଲ୍‌କା ବର୍ଷା ହେବ। ତେଣୁ ଗରମ ବଦଳରେ ପାଗ ଥଣ୍ଡା ହିଁ ରହିବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, ପଶ୍ଚିମ ଦିଗରେ ଏକ ଟ୍ରଫ୍‌ଲାଇନ୍ ସୃଷ୍ଟି ହେବ ଏବଂ ଏହା ମାର୍ଚ୍ଚ ୧୦-୧୧ ସୁଦ୍ଧା ପୂର୍ବ ଉପକୂଳରେ ପହଞ୍ଚିବ। ତେଣୁ ମାର୍ଚ୍ଚ ୧୧ରୁ ୧୩ ପର୍ଯ୍ୟନ୍ତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ମାର୍ଚ୍ଚ ୮-୯ ତାରିଖରେ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ହେବ।

ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ କହିଛି ଦୁଇ ବିପରୀତ ଦିଗରୁ-ଆରବ ସାଗରରୁ ଓ ବଙ୍ଗୋପସାଗରରୁ ବୋହୁ ଥିବା ପବନର ମିଳନ ଯୋଗୁଁ କନ୍‌ଭେକ୍‌ଟିଭ୍‌ କ୍ଲାଉଡ୍‌ ବା ତାପ ସଞ୍ଚାରକ ବାଦଳ ବିକଶିତ ହେବ। ଏଥିରେ ଆର୍ଦ୍ରତା ଅଧିକ ରହିବ। ତେଣୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ। ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷା ହେବାର ଆଶା ନାହିଁ, କିନ୍ତୁ ଅଧିକାଂଶ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ବର୍ଷାର ମାତ୍ରାର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ରହିବ।  ବର୍ଷା ଯୋଗୁଁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିବ।

ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ, ମାର୍ଚ୍ଚ ୧୫ ତାରିଖ ପରେ ତାପମାତ୍ରା ବଢ଼ିପାରେ। କିନ୍ତୁ ଭୀଷଣ ଖରା ହେବ ନାହିଁ। ପୂରା ମାର୍ଚ୍ଚ ମାସରେ ତାପାମାତ୍ରା ୪୦ ଡେଇଁବ ନାହିଁ। ଏହି ସମୟ ମଧ୍ୟରେ ସର୍ବାଧିକ ତାପମାତ୍ରା ୩୭-୩୮ ଡିଗ୍ରୀ ରହିବ। କିଛି ସ୍ଥାନରେ ତାପମାତ୍ରା ୩୨-୩୩ ଡିଗ୍ରୀ ମଧ୍ୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story