ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା: ରୁମ୍‌କୁ ଡାକୁଥିଲେ ଅଧ୍ୟକ୍ଷ

ବଲାଙ୍ଗିର: ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗ। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନରେ ଥିବା ଅଦର୍ଶ ବିଦ୍ୟାଳୟରେ।  ସ୍କୁଲର ଅଧ୍ୟକ୍ଷ ଅଶୋକ ଖଟୁଆଙ୍କ ବିରୋଧରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସେହି ସ୍କୁଲରେ କାମ କରୁଥିବା ଜଣେ ଶିକ୍ଷୟିତ୍ରୀ।  ଏ ନେଇ ସେ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସମୟରେ ସ୍କୁଲ ଅଧ୍ୟକ୍ଷ ତାଙ୍କ ରୁମ୍‌କୁ ଡାକି […]

Rakesh Mallick
  • Published: Saturday, 09 September 2017
  • Updated: 09 September 2017, 02:06 PM IST

Sports

Latest News

schoolବଲାଙ୍ଗିର: ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗ। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନରେ ଥିବା ଅଦର୍ଶ ବିଦ୍ୟାଳୟରେ।  ସ୍କୁଲର ଅଧ୍ୟକ୍ଷ ଅଶୋକ ଖଟୁଆଙ୍କ ବିରୋଧରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସେହି ସ୍କୁଲରେ କାମ କରୁଥିବା ଜଣେ ଶିକ୍ଷୟିତ୍ରୀ।  ଏ ନେଇ ସେ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସମୟରେ ସ୍କୁଲ ଅଧ୍ୟକ୍ଷ ତାଙ୍କ ରୁମ୍‌କୁ ଡାକି ନିର୍ଯାତନା ଦେଇଥିବା ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ସ୍କୁଲ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅଭିଯୋଗକାରିଣୀ ଶିକ୍ଷୟତ୍ରୀ କହିଛନ୍ତି, “ଚଳିତ ବର୍ଷ ଜୁନ୍ ମାସରେ ଅଶୋକ ଖୁଣ୍ଟିଆ ଆମ ସ୍କୁଲର ପ୍ରନ୍ସପାଲ୍‌ ଭାବେ ନିଯୁକ୍ତ ହୋଇଥିଲେ। ଜଏନ୍ କରିବାର ୮ରୁ ୧୦ ଦିନ ପରେ ସେ  ସ୍କୁଲ ଛାତ ଉପରେ ଖାଲିଥିବା ରୁମ୍‌ରେ ବେଡ୍‌ ଆଣି ପକାଇଲେ। ସେଠାରେ ସେ ଦିନ ୧ଟା ୪ ଯାଏଁ ଶୋଇଥାନ୍ତି। ଧୀରେ ଧୀରେ ତାଙ୍କର କଥାବାର୍ତ୍ତାରେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଲା। ସେ ମୋତେ ଖରାପ ନଜରରେ ମଧ୍ୟ ଦେଖିଲେ।  ଛୋଟ ଛୋଟ କଥାକୁ ନେଇ ମୋତେ ସେ ମାନସିକ ନିର୍ଯାତନା ଦେଲେ। ବ୍ୟକ୍ତିଗତ ଭାବେ କୌଣସି ବିଷୟରେ ବୁଝିବାକୁ ଗଲେ ପ୍ରାଇଭେଟ୍ ପାର୍ଟ ଛୁଇଁଥାନ୍ତି। ସ୍କୁଲ ସରିବା ପରେ ସେ ରୁମ୍‌କୁ ଆସିବାକୁ ମଧ୍ୟ କହୁନ୍ତି। ଏ ନେଇ ମୁଁ ଅଗଷ୍ଟ ୧୧ରେ ଷ୍ଟେଟ୍‌ ପ୍ରୋଜେକ୍ଟ ଡାଇରେକ୍ଟର, ତହସିଲଦାର, ବିଇଓ, ଡିଇଓ ଓ ଜିଲ୍ଲାପାଳଙ୍କୁ ଚିଠି ପଠାଇଥିଲି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story