ପ୍ରତିଦିନ ପିଅନ୍ତୁ ଲସି, ଛୁଇଁବ ନାହିଁ ଏହିସବୁ ରୋଗ

ଖରା ଦିନେ ଶରୀରକୁ ହାଇଡ୍ରେଡ୍‌ ରଖିବାକୁ ଜଳୀୟଅଂଶ ଥିବା ପଦାର୍ଥ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ଏହି ଋତୁରେ ସୁସ୍ଥ ରହିବାକୁ ଚାହୁଁଥିଲେ ଲସି ମଧ୍ୟ ପିଇପାରିବେ। ଲସି ପିଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଲସି ପିଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ। ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ ଏମାନେ ଲସି ପିଇପାରିବେ। ଏଥିରେ  କ୍ଷୀରର ଗୁଣ ଭରି […]

lassi

lassi

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 11:31 AM IST

ଖରା ଦିନେ ଶରୀରକୁ ହାଇଡ୍ରେଡ୍‌ ରଖିବାକୁ ଜଳୀୟଅଂଶ ଥିବା ପଦାର୍ଥ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ଏହି ଋତୁରେ ସୁସ୍ଥ ରହିବାକୁ ଚାହୁଁଥିଲେ ଲସି ମଧ୍ୟ ପିଇପାରିବେ। ଲସି ପିଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଲସି ପିଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ ଏମାନେ ଲସି ପିଇପାରିବେ। ଏଥିରେ  କ୍ଷୀରର ଗୁଣ ଭରି ରହିଛି। ଲସିରେ କ୍ୟାଲସିୟମ୍, ପୋଟାସିୟମ ଓ ଫସ୍‌ଫରସ୍‌  ରହିଛି। ଯାହା ଶରୀରକୁ  ସୁସ୍ଥ ରଖିବାରେ ସାହାଯ୍ୟ କରେ। ଯଦି ସାଧା ଲସି ପିଇବାକୁ ଚାହୁଁ ନାହାଁନ୍ତି ତେବେ ଫ୍ରୁଟ୍‌ ଲସି ପିଇ ପାରିବେ।

ରକ୍ତଚାପ ନିୟନ୍ତ୍ରଣ ରହିଥାଏ

ରକ୍ତଚାପ ଜନିତ ସମସ୍ୟା ଥିଲେ  ଲସି ପିଇବା ଆରମ୍ଭ କରନ୍ତୁ। ଲସିରେ ଥିବା ପୋଟାସିୟମ ଓ ରାଇବୋଫଲେବିନ ତତ୍ତ୍ୱ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

ପେଟ ସମସ୍ୟା ହେବ ଦୂର

ଲସି ପିଇବା ଦ୍ୱାରା ପେଟ ସମ୍ପର୍କିତ ସମସ୍ୟାରୁ ଆରାମ ମିଳିଥାଏ। ଏହା ପିଇବା ଦ୍ୱାରା ଫୁଡ୍‌ ପ୍ଲାଇଜିଙ୍ଗ ପରି ସମସ୍ୟା ଆଶଙ୍କା କମ୍ ହୁଏ। ଏହା ଆମ ଖାଦ୍ୟକୁ ପାଚନ କରିବାରେ ସହାୟକ ହୁଏ। ଏହାସହ କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ।

 ହାଡକୁ ଶକ୍ତ କରେ

ଲସି ପିଇବା ଦ୍ୱାରା ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ମିଳିଥାଏ। ଏହାସହ କ୍ୟାଲସିୟମ୍‌ ମଧ୍ୟ ଏଥିରେ ପ୍ରଚୁର ମାତ୍ରାରେ ରହିଛି। ଏହାଦ୍ୱାରା ଆପଣଙ୍କ ହାଡ଼ ମଜଭୁତ ହୋଇଥାଏ। ତାସହ ମାଂସପେଶୀକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

 ଲସି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଲସିରେ ଥିବା ଲାକ୍ଟିକ୍ ଏସିଡ୍‌ ଓ ଭିଟାମିନ୍‌ ଡି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

କୋଲେଷ୍ଟ୍ରରଲ ସ୍ତର ହ୍ରାସ କରେ

ଦହିର ପ୍ରବାୟିଟିକ୍‌ ଗୁଣ ଶରୀରକୁ କୋଲେଷ୍ଟ୍ରରଲ ମାତ୍ରା କମ୍‌ କରିଥାଏ। ଏହାସହ ଲସି ପିଇବା ଦ୍ୱାରା ମେଟାବଲିଜମ୍‌ ବଢ଼ିଥାଏ।

କେଶକୁ ସୁସ୍ଥ ରଖେ

ଲସିରେ ଥିବା ଭିଟାମିନ୍‌ ବି ୧୨ କେଶ ଧଳା ହେବାରେ ରକ୍ଷା କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story