ହଳଦୀ ସହ ଗୋଲମରିଚ ମିଶାଇ ଖାଆନ୍ତୁ, ଦୂର ହୋଇଯିବ ଏହି ସମସ୍ୟା

ହଳଦୀ ଓ ଗୋଲମରିଚ ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭଦାୟକ। ହଳଦୀରେ  antimicrobial ଓ Antiinflammatory ଗୁଣ ରହିଛି।  ସେପରି ଗୋଲମରିଚ ଖାଇବା ଦ୍ୱାରା ପେଟ ସଫା ହେବା ସହ ଗ୍ୟାସ୍‌ ସମସ୍ୟା ଦୂର ହୁଏ। ଗୋଲମରିଚ ସହ ହଳଦୀକୁ ମିଶାଇ ଖାଇବା ଦ୍ୱାରା ଅନେକ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ହଳଦୀରେ କ୍ୟୁକ୍ୟୁମିନ୍‌ ନାମକ ତତ୍ତ୍ୱ ରହିଥିବା ବେଳେ ଗୋଲମରିଚ ରେ ପୀପାରିନ୍‌ ନାମକ ତତ୍ତ୍ୱ ରହିଛି। କ୍ୟୁକ୍ୟୁମିନ୍‌ ସହ ପୀପାରିନ୍‌ ତତ୍ତ୍ୱ ଶରୀର ପାଇଁ ଭଲ।   ଆସନ୍ତୁ […]

Turmeric

Turmeric

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 10:03 AM IST

Sports

Latest News

ହଳଦୀ ଓ ଗୋଲମରିଚ ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭଦାୟକ। ହଳଦୀରେ  antimicrobial ଓ Antiinflammatory ଗୁଣ ରହିଛି।  ସେପରି ଗୋଲମରିଚ ଖାଇବା ଦ୍ୱାରା ପେଟ ସଫା ହେବା ସହ ଗ୍ୟାସ୍‌ ସମସ୍ୟା ଦୂର ହୁଏ। ଗୋଲମରିଚ ସହ ହଳଦୀକୁ ମିଶାଇ ଖାଇବା ଦ୍ୱାରା ଅନେକ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ହଳଦୀରେ କ୍ୟୁକ୍ୟୁମିନ୍‌ ନାମକ ତତ୍ତ୍ୱ ରହିଥିବା ବେଳେ ଗୋଲମରିଚ ରେ ପୀପାରିନ୍‌ ନାମକ ତତ୍ତ୍ୱ ରହିଛି। କ୍ୟୁକ୍ୟୁମିନ୍‌ ସହ ପୀପାରିନ୍‌ ତତ୍ତ୍ୱ ଶରୀର ପାଇଁ ଭଲ।   ଆସନ୍ତୁ ଜାଣିବା ଗୋଲମରିଚ ସହ ହଳଦୀକୁ ମିଶାଇ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ।

- ହଳଦୀ ସହ ଗୋଲମରିଚ ଗୁଣ୍ଡ ମିଶାଇ ଖାଇବା ଦ୍ୱାରା ପେଟର ଥିବା ପଥରୀ ଗୁଣ୍ଡ ଦୂର ହୋଇ ବାହାରି ଆସେ।

- ଗବେଷଣରୁ ଜଣାପଡିଛି ହଳଦୀ ସହ ଗୋଲମରିଚ ମିଶାଇ ଖାଇଲେ ଶିରା ପ୍ରଶିରା ଉପରେ ବିଷାକ୍ତ ପ୍ରଭାବ ପଡେନାହିଁ।

- ଜର୍ନଲ ଅଫ୍‌ ଏଣ୍ଡୋଡୋଟିକ୍ସ ରେ ପ୍ରକାଶିତ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ହଳଦୀ ସହ ଗୋଲମରିଚ ଗୁଣ୍ଡ ମିଶାଇ ଖାଇବା ଦ୍ୱାରା କ୍ୟାଲ୍‌ସିୟମ୍‌ ବା ଭିଟାମିନ୍‌ ଡି ଅଭାବରୁ  ହାଡ଼ ଛିଦ୍ରାଳ ହେବା ସମସ୍ୟାରୁ ମୁକ୍ତି ଦେଇଥାଏ।  ଏହାସହ Ostiaoclast ଗଠନକୁ ରୋକିବାରେ ସାହାଯ୍ୟ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story