ମସଲା ନୁହେଁ ତ ଔଷଧ: ଏହା ପାଖରେ ଅଛି ବହୁ ରୋଗର ନିଦାନ

ଅଦା ଓ ରସୁଣକୁ ଆମେ ମସଲା ପ୍ରସ୍ତୁତ କରିବାରେ ବ୍ୟବହାର କରୁ। ଏହା ଖାଦ୍ୟର ସ୍ୱାଦକୁ ଦୁଇଗୁଣା ବଢାଇଥାଏ। ତେବେ ଆପଣ ଜାଣିଛନ୍ତି କି, ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ମଧ୍ୟ ସୁସ୍ଥ ରଖେ। ଆସନ୍ତୁ ଜାଣିବା ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ବ୍ୟବହାର ହେଉଥିବା ଅଦା ରସୁଣ ପେଷ୍ଟ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ୧. ଅଦାରେ ଆଣ୍ଟି ଇମ୍ଫ୍ଲେମେଟରୀ ଗୁଣ ରହିଛି। ରସୁଣରେ ଥିବା ପୋଷକ ତତ୍ତ୍ୱ ଦେହହାତ ଦରଜ […]

Ginger-Garlic-Paste

Ginger-Garlic-Paste

Rakesh Mallick
  • Published: Friday, 15 December 2017
  • Updated: 15 December 2017, 11:15 AM IST

Sports

Latest News

ଅଦା ଓ ରସୁଣକୁ ଆମେ ମସଲା ପ୍ରସ୍ତୁତ କରିବାରେ ବ୍ୟବହାର କରୁ। ଏହା ଖାଦ୍ୟର ସ୍ୱାଦକୁ ଦୁଇଗୁଣା ବଢାଇଥାଏ। ତେବେ ଆପଣ ଜାଣିଛନ୍ତି କି, ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ମଧ୍ୟ ସୁସ୍ଥ ରଖେ। ଆସନ୍ତୁ ଜାଣିବା ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ବ୍ୟବହାର ହେଉଥିବା ଅଦା ରସୁଣ ପେଷ୍ଟ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

୧. ଅଦାରେ ଆଣ୍ଟି ଇମ୍ଫ୍ଲେମେଟରୀ ଗୁଣ ରହିଛି। ରସୁଣରେ ଥିବା ପୋଷକ ତତ୍ତ୍ୱ ଦେହହାତ ଦରଜ ପରି ସମସ୍ୟାରୁ ମୁକ୍ତି  ଦେଇଥାଏ।

୨. ଅଦା ରସୁଣ ଉଚ୍ଚ ରକ୍ତଚାପକୁ କମ୍‌ କରିବାରେ ସହାୟକ ହୋଇଥାଏ। ସେହିପରି ରସୁଣ ପଲିସଫ୍ଲାଇଡ ରକ୍ତବାହିକାକୁ ବଡ କରିବାରେ ସାହାଯ୍ୟ କରିଥାଏ।

୩. ରସୁଣରେ ଥିବା ଫାଇଟୋ କେମିକାଲ୍ସ ରକ୍ତକୁ ପତଳା ହେବାକୁ ଦେଇ ନଥାଏ। ଯେଉଁକାରଣରୁ ହୃଦଘାତ ହେବାର ଆଶଙ୍କା କମ୍‌ ହୋଇଥାଏ।

୪. ଅଦା ଓ ରସୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

୫. ଅଦା ରସୁଣ ପେଷ୍ଟରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ପରି ପେଟ ସମସ୍ୟା ଦୂର ହୋଇଥାଏ। ଅଦା ଖାଇବା ଦ୍ୱାର କୋଷ୍ଟକାଠିନ୍ୟ, ଛାତି ଜଳିବା, ଖରାପ ଓଉଡି ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ରସୁଣ ଖାଇବା ଦ୍ୱାରା ଝାଡାବାନ୍ତି, ପେଟ ଦରଜ, ଗ୍ୟାସ୍‌ ଓ ଅଲ୍‌ସର୍‌ ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

୬. ଛାତିରେ ଜମି ରହିଥିବା କଫ, ଗଳା ଦରଜ ଓ ଶରୀର ପୀଡା ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ଅଦା ରସୁଣ ପେଷ୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story