ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ମାଲକାନଗିରିରେ ବ୍ୟାପିଥିବା ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ମୁକାବିଲା ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା, ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ଓ ଅନ୍ୟ ପରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ,“ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଓ ଏଥିରେ ଆକ୍ରାନ୍ତ ସନ୍ଦେହରେ ମାଲକାନଗିରି ମେଡିକାଲ୍‌କୁ ୧୧୬ଟି କେସ୍ ଆସିଛି। ୨୫ ଜଣ ସୁସ୍ଥ […]

atanu

atanu

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 10:26 PM IST

Sports

Latest News

atanuଭୁବନେଶ୍ୱର: ମାଲକାନଗିରିରେ ବ୍ୟାପିଥିବା ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ମୁକାବିଲା ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା, ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ଓ ଅନ୍ୟ ପରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ,“ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଓ ଏଥିରେ ଆକ୍ରାନ୍ତ ସନ୍ଦେହରେ ମାଲକାନଗିରି ମେଡିକାଲ୍‌କୁ ୧୧୬ଟି କେସ୍ ଆସିଛି। ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତିନି ଜଣଙ୍କୁ ଆଇସିୟୁରେ ରଖାଯାଇଛି।”

ସେ କହିଛନ୍ତି,“ଯେଉଁ ୯ ଜଣ ଡାକ୍ତର ବାହାରୁ ଯାଇଛନ୍ତି ସେମାନେ ମାଲକାନଗିରି ମୁଖ୍ୟ ଚିକିତ୍ସାୟଳୟରେ କ୍ୟାମ୍ପ୍ ପକାଇଛନ୍ତି। କାଲିମେଳା ସିଏଚ୍‌ସିକୁ ମଧ୍ୟ ଡାକ୍ତରମାନେ ଯାଇଛନ୍ତି। ଅଧିକ ଷ୍ଟାଫ୍ ନର୍ସଙ୍କୁ ମଧ୍ୟ ପଠାଯାଇଛି।”

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି,“ଜିଲ୍ଲା ପ୍ରଶାସହ ମିଶି ଯେଉଁ ସବୁ ପ୍ରତିକାର ବ୍ୟବସ୍ଥାଗୁଡ଼ିକ ନିଆଯିବା କଥା ତାହା କରାଯାଉଛି। ଘୁଷୁରିଗୁଡ଼ିକୁ ଜନବସତିଠାରୁ ଦୂରରେ ରଖିବାଠାରୁ ଆରମ୍ଭ କରି ସଚେତନତା ସୃଷ୍ଟି କରିବା କାର୍ଯ୍ୟ କରାଯାଉଛି। ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଛି। ଛୁଆଙ୍କୁ ଜର ହେଲେ ସେମାନେ ସଙ୍ଗେ ସଙ୍ଗେ ଡାକ୍ତରଖାନା ଆଣୁଛନ୍ତି।”

ସେ କହିଛନ୍ତି,“ଏବେ ଯେହେତୁ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ସଂକ୍ରମଣ ସ୍ଥିତିରେ ରହିଛି ତେଣୁ ଟୀକା ଦିଆଯାଇପାରିବ ନାହିଁ। ନଭେମ୍ବର ପରେ ଟୀକା ଦିଆଯିବ।”

ନୀଳଗିରି ଓ ବ୍ରହ୍ମଗିରିରେ ଯେହେତୁ ଜଣେ ଲେଖାଏଁ ମରିଛନ୍ତି ତେଣୁ ଷ୍ଟାଟସ୍ ରିପୋର୍ଟ ମଗାଯାଇଛି ବୋଲି ଅତନୁ ସବ୍ୟସାଚୀ କହିଛନ୍ତି।

ଏନ୍‌ଏଚ୍‌ଏମ୍ ଏମ୍‌ଡି ଶାଳିନୀ ପଣ୍ଡିତ କହିଛନ୍ତି,“ ମାଲକାନଗିରିରେ ବ୍ୟାପିଥିବା ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ୟ ସ୍ତରରେ ଏକ କଣ୍ଟ୍ରୋଲ୍‌ ରୁମ୍ କରାଯାଇଛି। ଟିମ୍‌ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୩ ଜଣ ଏଥିରେ ଭୁବନେଶ୍ୱରରେ ରହି ସ୍ଥିତି ଉପରେ ନଜର ରଖିଥିବା ବେଳେ ଆଉ ତିନି ଜଣ ମାଲକାନଗିରିରେ ଅଛନ୍ତି। ୨୪ ଘଣ୍ଟା ମନିଟରିଂ କରାଯାଉଛି। ଚିକିତ୍ସା ପାଇଁ ଯାହା ଦରକାର ହେଉଛି ଆମେ ଭୁବନେଶ୍ୱରରୁ ପଠାଉଛୁ।”

ସେ କହିଛନ୍ତି,“୯ ଜଣ ଡାକ୍ତରଙ୍କୁ ମାଲକାନଗିରି ପଠାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି। ଜିଲ୍ଲା ହସ୍ପିଟାଲର କ୍ଷମତା ବଢାଯିବା ସହ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି।”

ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ କହିଛନ୍ତି,“ଜାପାନିଜ ଏନ୍‌ସେଫାଲାଇଟିସ୍‌ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ରୋଗର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।”

ଅନ୍ୟପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଡାକ୍ତରୀ ଦଳ ମାଲକାନଗିରିରେ ପହଞ୍ଚିଛନ୍ତି। ଟିମ୍‌ ହସ୍ପିଟାଲରେ ଶିଶୁ ୱାର୍ଡ ସମେତ ଅନ୍ୟାନ୍ୟ ୱାର୍ଡ ବୁଲି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରୋଗ ନିରାକରଣ କିପରି କରାଯିବ ତା’ର ମଧ୍ୟ ଟିମ୍‌ ଅନୁଧ୍ୟାନ କରିଛି।

ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ଜିଲ୍ଲାର ବିଭିନ୍ନ ଗାଁରେ ମଶାଧୂପ ସାଙ୍ଗକୁ ମଶାରୀ ଦିଆଯାଉଛି। ଘୁଷୁରୀକୁ ଜନ ବସତିଠାରୁ ଦୂରେଇ ରଖିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୱାର୍ଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜିଲ୍ଲାପଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story