ଏହି କାରଣରୁ ବାଥରୁମରେ ହୁଏ କି ହାର୍ଟଷ୍ଟ୍ରୋକ୍‌?

ଅଧିକାଂଶ ଲୋକ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ବାଥ୍‌ରୁମ୍‌ରେ ହାର୍ଟଷ୍ଟ୍ରୋକ୍‌ ହେବାର ସମ୍ଭାବନା ଅଧିକ ରହିଥାଏ। ଏପରି ହେବାର କାରଣ କ’ଣ ଜାଣନ୍ତି କି? ଡାକ୍ତରଙ୍କ ମୁତାବିକ ରକ୍ତସଞ୍ଚାଳନରେ ବାଧା ସୃଷ୍ଟି ହେଲେ ଷ୍ଟ୍ରୋକ୍‌ର ଆଶଙ୍କା ଅଧିକ ରହିଥାଏ। ଗାଧୋଇବା ସମୟରେ ହାର୍ଟ୍‌ ଷ୍ଟ୍ରୋକ ହେବାର ମୁଖ୍ୟ  କାରଣ ହେଲା ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇବା। ଅତ୍ୟଧିକ ଥଣ୍ଡା ଯୋଗୁଁ ଶରୀରର ତାପମାତ୍ରା ବଢିଯାଏ। ଯାହାଦ୍ୱାରା ରକ୍ତ  ଧମନୀ ଫାଟିଯିବାର ଭୟ ରହିଥାଏ। ଯାହା ଫଳରେ ଷ୍ଟ୍ରୋକ୍‌ ଅବା […]

Heart attack concept. Senior man suffering from chest pain, clos

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 12:34 PM IST

Sports

Latest News

ଅଧିକାଂଶ ଲୋକ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ବାଥ୍‌ରୁମ୍‌ରେ ହାର୍ଟଷ୍ଟ୍ରୋକ୍‌ ହେବାର ସମ୍ଭାବନା ଅଧିକ ରହିଥାଏ। ଏପରି ହେବାର କାରଣ କ’ଣ ଜାଣନ୍ତି କି?

ଡାକ୍ତରଙ୍କ ମୁତାବିକ ରକ୍ତସଞ୍ଚାଳନରେ ବାଧା ସୃଷ୍ଟି ହେଲେ ଷ୍ଟ୍ରୋକ୍‌ର ଆଶଙ୍କା ଅଧିକ ରହିଥାଏ। ଗାଧୋଇବା ସମୟରେ ହାର୍ଟ୍‌ ଷ୍ଟ୍ରୋକ ହେବାର ମୁଖ୍ୟ  କାରଣ ହେଲା ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇବା। ଅତ୍ୟଧିକ ଥଣ୍ଡା ଯୋଗୁଁ ଶରୀରର ତାପମାତ୍ରା ବଢିଯାଏ। ଯାହାଦ୍ୱାରା ରକ୍ତ  ଧମନୀ ଫାଟିଯିବାର ଭୟ ରହିଥାଏ। ଯାହା ଫଳରେ ଷ୍ଟ୍ରୋକ୍‌ ଅବା ହୃତ୍‌ଘାତ ହେବାର ଆଶଙ୍କା ବଢିଯାଏ।

ଏଥିଲାଗି ଗାଧୋଇବା ସମୟରେ  ପ୍ରଥମେ ପାଦରୁ କାନ୍ଧ ଆଡକୁ  ପାଣି ଢାଳନ୍ତୁ। ଏହା ଦ୍ୱାରା ଶରୀରର ତାପମାତ୍ରା ସନ୍ତୁଳିତ ରହିବା ସହ ହୃଦ୍‌ଘାତ ହେବାର ସମ୍ଭାବନା କମ୍‌ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story