ଟକ୍ ଟକ୍ ଫୁଟୁଛି ସାରା ଓଡ଼ିଶା; ଦିନ ସାଢ଼େ ଗୋଟାଏରେ ପାରଦ ଡେଇଁଲା ୪୪ ଡିଗ୍ରୀ  

ଭୁବନେଶ୍ୱର:  ଟକ୍ ଟକ୍ କାଟୁଛି ଖରା। ସାରା ରାଜ୍ୟରେ ସମାନ ସ୍ଥିତି। ଆଜି ଦିନ ସାଢ଼େ ଗୋଟେ ସୁଦ୍ଧା ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅଧିକ ତାତୁଛି ତାଳଚେରରେ। ସାଢ଼େ ଗୋଟାଏ ସୁଦ୍ଧା ଏଠାରେ ତାପମାତ୍ରା ସର୍ବାଧିକ ୪୪.୭ ଡିଗ୍ରୀ ଥିଲା। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଦକ୍ଷିଣ-ପୂର୍ବ ଉପକୂଳ ଅଞ୍ଚଳରେ କାଳବୈଶାଖୀ ହେବାର ସମ୍ଭାବନା […]

SummerHeat

SummerHeat

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 02:33 PM IST

ଭୁବନେଶ୍ୱର:  ଟକ୍ ଟକ୍ କାଟୁଛି ଖରା। ସାରା ରାଜ୍ୟରେ ସମାନ ସ୍ଥିତି। ଆଜି ଦିନ ସାଢ଼େ ଗୋଟେ ସୁଦ୍ଧା ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅଧିକ ତାତୁଛି ତାଳଚେରରେ। ସାଢ଼େ ଗୋଟାଏ ସୁଦ୍ଧା ଏଠାରେ ତାପମାତ୍ରା ସର୍ବାଧିକ ୪୪.୭ ଡିଗ୍ରୀ ଥିଲା।

ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଦକ୍ଷିଣ-ପୂର୍ବ ଉପକୂଳ ଅଞ୍ଚଳରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos