ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା: ଚତୁର୍ଥ ଦିନରେ ତଦନ୍ତ ଜାରି

ଭୁବନେଶ୍ୱର: ହୀରାଖଣ୍ଡ ଟ୍ରେନ୍‌ ଦୁର୍ଘଟଣାର ୪ ଦିନ ବିତି ଯାଇଛି। ରେଲୱେ ସେଫ୍‌ଟି କମିଶନର ଘଟଣାର ତଦନ୍ତ କରୁଛନ୍ତି। ଏହା ମଧ୍ୟରେ ୪ ଦିନ ବିତି ଯାଇଥିଲେ ମଧ୍ୟ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରିନାହିଁ। ଏନ୍‌ଆଇଏ ତଥ୍ୟ ସଂଗ୍ରହ କରିଛି। ଆନ୍ଧ୍ର ସିଆଇଡି ମଧ୍ୟ ଘଟଣା ଛାନଭିନ୍‌ କରିଛି। ଏପରିସ୍ଥିତିରେ ଘଟଣାର ତଦନ୍ତ ପାଇଁ କମିଶନ ଗଠନ ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ଓଟିଭିକୁ ମିଳିଥିବା ତଥ୍ୟ ଅନୁସାରେ କୁନେରୁ ଷ୍ଟେସନରେ ଟ୍ରେନ୍‌ର ଗତି ଘଣ୍ଟାପ୍ରତି ୩୦ […]

train,,

train,,

Rakesh Mallick
  • Published: Wednesday, 25 January 2017
  • Updated: 25 January 2017, 09:57 PM IST

ଭୁବନେଶ୍ୱର: ହୀରାଖଣ୍ଡ ଟ୍ରେନ୍‌ ଦୁର୍ଘଟଣାର ୪ ଦିନ ବିତି ଯାଇଛି। ରେଲୱେ ସେଫ୍‌ଟି କମିଶନର ଘଟଣାର ତଦନ୍ତ କରୁଛନ୍ତି। ଏହା ମଧ୍ୟରେ ୪ ଦିନ ବିତି ଯାଇଥିଲେ ମଧ୍ୟ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରିନାହିଁ। ଏନ୍‌ଆଇଏ ତଥ୍ୟ ସଂଗ୍ରହ କରିଛି। ଆନ୍ଧ୍ର ସିଆଇଡି ମଧ୍ୟ ଘଟଣା ଛାନଭିନ୍‌ କରିଛି। ଏପରିସ୍ଥିତିରେ ଘଟଣାର ତଦନ୍ତ ପାଇଁ କମିଶନ ଗଠନ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

ଓଟିଭିକୁ ମିଳିଥିବା ତଥ୍ୟ ଅନୁସାରେ କୁନେରୁ ଷ୍ଟେସନରେ ଟ୍ରେନ୍‌ର ଗତି ଘଣ୍ଟାପ୍ରତି ୩୦ କି.ମି. ରହିବା କଥା। ଦୁର୍ଘଟଣା ଦିନ କୁନେରୁ ନିକଟରେ ହୀରାଖଣ୍ଡର ଗତି ୩୦ କି.ମି. ଥିଲା ନା ତା’ଠାରୁ ଅଧିକ ଥିଲା ତାହା ଏବେ ପ୍ରଶ୍ନବାଚୀ। ଯଦି ଟ୍ରେନ୍‌ର ଗତି ଠିକ୍‌ ଥିଲା ତେବେ ଏହି ଦୁର୍ଘଟଣା କାହା ଦାୟିତ୍ୱହୀନତାରୁ ଘଟିଲା ତାହା ତଦନ୍ତ ସାପେକ୍ଷ।

ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଘଟି ଚାଲିଥିବା ବେଳେ ରେଲୱେରେ ଖାଲି ପଡିଥିବା ପଦବୀକୁ ନେଇ ଚିନ୍ତା ପ୍ରକାଶ ପାଇଛି। ସରକାରୀ ତଥ୍ୟ କହୁଛି ୨୦୧୫ରେ ଦେଶରେ ରେଳ ଦୁର୍ଘଟଣାରେ ୨୬,୦୬୬ ଜଣଙ୍କ ଜୀବନ ଯାଇଛି। ଟ୍ରାକ୍‌ର ଦୁର୍ବଳ ମନିଟରିଂ ଓ ରକ୍ଷଣାବେକ୍ଷଣ ଅନେକ ସମୟରେ ଦୁର୍ଘଟଣାର କାରଣ ହେଉଛି। ଦେଶରେ ୧ ଲକ୍ଷ ୪୨ ହଜାର ରେଳ ସୁରକ୍ଷା କର୍ମଚାରୀ ପଦବୀ ଖାଲି ପଡିଛି। ଓଡ଼ିଶା ଆସୁଥିବା ଇଷ୍ଟକୋଷ୍ଟ ରେଲୱେରେ ଖାଲି ପଦବୀ ସଂଖ୍ୟା ୨୪ ପ୍ରତିଶତ ରହିଛି। ସେହିଭଳି ଇଷ୍ଟକୋଷ୍ଟ ରେଲୱେରେ ୧୫୭୧ ଇଂଜିନିୟର ପଦବୀ ଖାଲି ପଡିଛି। ଏପରିସ୍ଥିତିରେ ରେଳ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story