ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ଯାଞ୍ଚ କଲା ଏନ୍‌ଆଇଏ

ରାୟଗଡ଼ା: ହୀରାଖଣ୍ଡ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଜି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଲା ତା’ର ତଦନ୍ତ କରିବା ପାଇଁ ବିଶାଖାପାଟଣା ଡିଆଇଜିଙ୍କ ସହ ଏନ୍‌ଆଇଏର ୫ ଜଣିଆ ଟିମ୍‌ କୁନେରୁ ଷ୍ଟେସନରେ ପହଞ୍ଚି ଯାଞ୍ଚ କରିଥିଲେ। ଏପରିକି ଷ୍ଟେସନ୍‌ ମାଷ୍ଟର, ଗ୍ୟାଙ୍ଗମ୍ୟାନ୍‌, ଗାର୍ଡ଼ଙ୍କ ସମେତ ଅନ୍ୟ ରେଲୱେ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ତେବେ ଏଥିରେ ମାଓବାଦୀ କିମ୍ୱା ଅନ୍ୟ କୌଣସି ସନ୍ଦିଗ୍ଧଙ୍କ ହାତ ଅଛିକି ତା’ର ତଦନ୍ତ […]

Accident

Accident

Rakesh Mallick
  • Published: Monday, 23 January 2017
  • Updated: 23 January 2017, 09:47 PM IST

Sports

Latest News

ରାୟଗଡ଼ା: ହୀରାଖଣ୍ଡ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଜି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଲା ତା’ର ତଦନ୍ତ କରିବା ପାଇଁ ବିଶାଖାପାଟଣା ଡିଆଇଜିଙ୍କ ସହ ଏନ୍‌ଆଇଏର ୫ ଜଣିଆ ଟିମ୍‌ କୁନେରୁ ଷ୍ଟେସନରେ ପହଞ୍ଚି ଯାଞ୍ଚ କରିଥିଲେ। ଏପରିକି ଷ୍ଟେସନ୍‌ ମାଷ୍ଟର, ଗ୍ୟାଙ୍ଗମ୍ୟାନ୍‌, ଗାର୍ଡ଼ଙ୍କ ସମେତ ଅନ୍ୟ ରେଲୱେ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ତେବେ ଏଥିରେ ମାଓବାଦୀ କିମ୍ୱା ଅନ୍ୟ କୌଣସି ସନ୍ଦିଗ୍ଧଙ୍କ ହାତ ଅଛିକି ତା’ର ତଦନ୍ତ ଚାଲିଛି। ଅନ୍ୟପକ୍ଷରେ କୁନେରୁ ଷ୍ଟେସନ ନିକଟରେ ଥିବା ଫାଟକର ଗେଟ୍‌ମ୍ୟାନଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି,“ହୀରାଖଣ୍ଡ ଟ୍ରେନ୍‌ରୁ ଧୂଆଁ ବାହାରୁଥିବା ନେଇ ଷ୍ଟେସନ୍‌ ମାଷ୍ଟରଙ୍କୁ ଜଣାଇଥିଲେ।”

ଏହା ପୂର୍ବରୁ ଏନ୍‌ଆଇଏ ଟିମ୍‌ ରାୟଗଡା ମୁଖ୍ୟଚିକିତ୍ସାଳୟରେ ଆହତଙ୍କୁ ଭେଟି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଦୁର୍ଘଟଣା ପଛରେ ଷଡଯନ୍ତ୍ରର ପ୍ରମାଣ ପାଇଲେ ତଦନ୍ତ ଭାର ହାତକୁ ନେଇପାରେ ଏନ୍‌ଆଇଏ।

ସେହିପରି ଆନ୍ଧ୍ରପ୍ରଦେଶର ସିଆଇଡିର ଏକ ଟିମ୍‌ ମଧ୍ୟ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

ଶନିବାର ରାତିରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ରାୟଗଡ଼ା ନିକଟ ଆନ୍ଧ୍ରର କୁନେରୁ ନିକଟରେ ଲାଇନଚ୍ୟୁତ ହେବା ଫଳରେ ୪୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story