‘ହୀରାକୁଦର ଜଳଧାରଣ କ୍ଷମତା କମିଛି’

ଭୁବନେଶ୍ୱର: ମହାନଦୀର ତଳ ମୁଣ୍ଡରେ ନିର୍ମାଣ ହୋଇଥିବା ହୀରାକୁଦ ଜଳ ଭଣ୍ଡାରରେ ଜଳ ଧାରଣ କ୍ଷମତା କମିଛି। ନିର୍ମାଣ ବେଳେ ହୀରାକୁଦର ଜଳ ଧାରଣ କ୍ଷମତା ଥିଲା ୫୮୩୪ ନିୟୁତ ଘନଫୁଟ୍‌। ଏବେ ୪୮୨୩ ନିୟୁତ ଘନଫୁଟ୍‌ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ମହାନଦୀ ଓ ଏହାର ଶାଖା ନଦୀରେ ଉପରେ ବ୍ୟାରେଜ ଏବଂ ବନ୍ଧ ନିର୍ମାଣ ସମ୍ପର୍କରେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ […]

naveen

naveen

Rakesh Mallick
  • Published: Monday, 05 December 2016
  • Updated: 05 December 2016, 10:34 PM IST

Sports

Latest News

ଭୁବନେଶ୍ୱର: ମହାନଦୀର ତଳ ମୁଣ୍ଡରେ ନିର୍ମାଣ ହୋଇଥିବା ହୀରାକୁଦ ଜଳ ଭଣ୍ଡାରରେ ଜଳ ଧାରଣ କ୍ଷମତା କମିଛି। ନିର୍ମାଣ ବେଳେ ହୀରାକୁଦର ଜଳ ଧାରଣ କ୍ଷମତା ଥିଲା ୫୮୩୪ ନିୟୁତ ଘନଫୁଟ୍‌। ଏବେ ୪୮୨୩ ନିୟୁତ ଘନଫୁଟ୍‌ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ମହାନଦୀ ଓ ଏହାର ଶାଖା ନଦୀରେ ଉପରେ ବ୍ୟାରେଜ ଏବଂ ବନ୍ଧ ନିର୍ମାଣ ସମ୍ପର୍କରେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,“ମହାନଦୀ ଉପର ମୁଣ୍ଡ ଓ ଶାଖାରେ ଛତିଶଗଡ଼ ସରକାର ୮ଟି ବୃହତ ଓ ୩୪ଟି ମଧ୍ୟମ ପ୍ରକଳ୍ପ ନିର୍ମାଣ କରିଛନ୍ତି। ସେହିପରି ୧୯୦୨ଟି କ୍ଷୁଦ୍ର ଓ ୩୮୨୦ଟି ବ୍ୟାରେଜ ନିର୍ମାଣ କରିଛି।”

ମହାନଦୀ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାର ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏପରିକି ନୂଆଦିଲ୍ଲୀର ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ବସିଥିବା ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ବିଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story