ହୀରାକୁଦ ଡ୍ୟାମ୍‌ ସୁରକ୍ଷିତ

ସମ୍ୱଲପୁର: ହୀରାକୁଦ ଡ୍ୟାମ୍‌ ସୁରକ୍ଷିତ ଓ ବିପଦମୁକ୍ତ ରହିଛି। ଡ୍ୟାମ୍‌ର ଅଣ୍ଡର୍‌ ୱାଟର୍‌ ସର୍ଭେ ପରେ ଆସିଥିବା ପ୍ରାଥମିକ ରିପୋର୍ଟ ଆଧାରରେ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ଏହି ସୂଚନା ଦେଇଛନ୍ତି। ଡ୍ୟାମ୍‌ର ବାମ ପଟ ସ୍ପିଲ୍‌ ୱେର ୬ଟି ସ୍ଥାନରେ ଅଳ୍ପ ସିମେଣ୍ଟ ଛାଡ଼ିଛି। ଏହାକୁ ଡ୍ରିପ୍‌ ଜରିଆରେ ମରାମତି କରାଯିବ। ବାମ ପାଖ ସ୍ପିଲ୍‌ ୱେ ଓ ପାୱାର ଡ୍ୟାମ୍‌ ସୁରକ୍ଷିତ ଥିବା ସେ କହିଛନ୍ତି। ଗତ ୨୨ ତାରିଖରେ ସର୍ବେକ୍ଷଣ ସଂସ୍ଥା ସିଏସ୍‌ଏମ୍‌ଆର୍‌ଏସ୍‌ […]

hirakuda

hirakuda

Rakesh Mallick
  • Published: Tuesday, 30 August 2016
  • Updated: 30 August 2016, 09:36 AM IST

Sports

Latest News

ସମ୍ୱଲପୁର: ହୀରାକୁଦ ଡ୍ୟାମ୍‌ ସୁରକ୍ଷିତ ଓ ବିପଦମୁକ୍ତ ରହିଛି। ଡ୍ୟାମ୍‌ର ଅଣ୍ଡର୍‌ ୱାଟର୍‌ ସର୍ଭେ ପରେ ଆସିଥିବା ପ୍ରାଥମିକ ରିପୋର୍ଟ ଆଧାରରେ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ଏହି ସୂଚନା ଦେଇଛନ୍ତି। ଡ୍ୟାମ୍‌ର ବାମ ପଟ ସ୍ପିଲ୍‌ ୱେର ୬ଟି ସ୍ଥାନରେ ଅଳ୍ପ ସିମେଣ୍ଟ ଛାଡ଼ିଛି। ଏହାକୁ ଡ୍ରିପ୍‌ ଜରିଆରେ ମରାମତି କରାଯିବ। ବାମ ପାଖ ସ୍ପିଲ୍‌ ୱେ ଓ ପାୱାର ଡ୍ୟାମ୍‌ ସୁରକ୍ଷିତ ଥିବା ସେ କହିଛନ୍ତି।

ଗତ ୨୨ ତାରିଖରେ ସର୍ବେକ୍ଷଣ ସଂସ୍ଥା ସିଏସ୍‌ଏମ୍‌ଆର୍‌ଏସ୍‌ ଠାରୁ ଏହି ରିପୋର୍ଟ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story