ତିନି ବର୍ଷ ପରେ ହିତେଶ ବଗର୍ତ୍ତୀଙ୍କୁ ମିଳିଲା ଜାମିନ

କଟକ: ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତୀଙ୍କୁ ଆଜି ଜାମିନ ମିଳିଛି। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦିଆଯାଇଛି। ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ବଦଳରେ ଜାମିନ୍ ମିଳିଛି।

ସୂଚନାଯୋଗ୍ୟ, ୨୦୧୪ ମସିହା ନଭେମ୍ବରରେ ସିବିଆଇ ତାଙ୍କୁ  ଗିରଫ କରିଥିଲା