ତିନି ବର୍ଷ ପରେ ହିତେଶ ବଗର୍ତ୍ତୀଙ୍କୁ ମିଳିଲା ଜାମିନ

କଟକ: ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତୀଙ୍କୁ ଆଜି ଜାମିନ ମିଳିଛି। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦିଆଯାଇଛି। ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ବଦଳରେ ଜାମିନ୍ ମିଳିଛି। ସୂଚନାଯୋଗ୍ୟ, ୨୦୧୪ ମସିହା ନଭେମ୍ବରରେ ସିବିଆଇ ତାଙ୍କୁ  ଗିରଫ କରିଥିଲା

hitesh

hitesh

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 12:01 PM IST

Sports

Latest News

କଟକ: ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତୀଙ୍କୁ ଆଜି ଜାମିନ ମିଳିଛି। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦିଆଯାଇଛି। ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ବଦଳରେ ଜାମିନ୍ ମିଳିଛି।

ସୂଚନାଯୋଗ୍ୟ, ୨୦୧୪ ମସିହା ନଭେମ୍ବରରେ ସିବିଆଇ ତାଙ୍କୁ  ଗିରଫ କରିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos