ଆଖି ସମସ୍ୟାରେ ପଡିଛନ୍ତି କି? ତୁରନ୍ତ ଆରମ୍ଭ କରିଦିଅନ୍ତୁ ଘରୋଇ ଉପଚାର

ଛୋଟଠାରୁ ବଡ଼ ପ୍ରାୟ ସମସ୍ତେ ଆଖି ସମସ୍ୟାକୁ ନେଇ ଚିନ୍ତିତ। ଦିନ ଥିଲା ୪୦ ବର୍ଷ ହେଲା ପରେ ଲୋକଙ୍କଠାରେ ଆଖି ସମସ୍ୟା ଦେଖାଯାଉଥିଲା। ଏଥିପାଇଁ ଚାଳିଶିଆ ବୋଲି କୁହାଯାଇଥାଏ। ହେଲେ ଆଜିର ଲାଇଫ୍‌ଷ୍ଟାଇଲ୍‌ ଓ ପ୍ରଦୂଷଣ ଯୋଗୁ ୪୦ ଛାଡନ୍ତୁ ଛୋଟ ପିଲାମାନେ ମଧ୍ୟ ଆଖି ସମସ୍ୟାରେ ପଡୁଛନ୍ତି। ଆମ ଶରୀରରେ ଆଖି ଏକ ମହତ୍ୱପୂର୍ଣ୍ଣ ଅଙ୍ଗ। ଆଖିକୁ ଠିକ୍‌ରେ ନଦିଶିଲେ କଥା ସରିଲା। ଏଥିପାଇଁ ଆଖିର ଯତ୍ନ ନେବାରେ କେବେ ବି ହେଳା କରାଯିବା […]

eye sight

eye sight

Rakesh Mallick
  • Published: Monday, 27 November 2017
  • Updated: 27 November 2017, 12:14 PM IST

Sports

Latest News

ଛୋଟଠାରୁ ବଡ଼ ପ୍ରାୟ ସମସ୍ତେ ଆଖି ସମସ୍ୟାକୁ ନେଇ ଚିନ୍ତିତ। ଦିନ ଥିଲା ୪୦ ବର୍ଷ ହେଲା ପରେ ଲୋକଙ୍କଠାରେ ଆଖି ସମସ୍ୟା ଦେଖାଯାଉଥିଲା। ଏଥିପାଇଁ ଚାଳିଶିଆ ବୋଲି କୁହାଯାଇଥାଏ। ହେଲେ ଆଜିର ଲାଇଫ୍‌ଷ୍ଟାଇଲ୍‌ ଓ ପ୍ରଦୂଷଣ ଯୋଗୁ ୪୦ ଛାଡନ୍ତୁ ଛୋଟ ପିଲାମାନେ ମଧ୍ୟ ଆଖି ସମସ୍ୟାରେ ପଡୁଛନ୍ତି।

ଆମ ଶରୀରରେ ଆଖି ଏକ ମହତ୍ୱପୂର୍ଣ୍ଣ ଅଙ୍ଗ। ଆଖିକୁ ଠିକ୍‌ରେ ନଦିଶିଲେ କଥା ସରିଲା। ଏଥିପାଇଁ ଆଖିର ଯତ୍ନ ନେବାରେ କେବେ ବି ହେଳା କରାଯିବା ଉଚିତ ନୁହେଁ। ଆଖିକୁ ନେଇ ଯଦି କିଛି ସମସ୍ୟାରେ ପଡୁଛନ୍ତି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହାସହ ଆପଣ ଆଖିର ଘରୋଇ ଉପଚାର ମଧ୍ୟ କରିପାରିବେ। ଆଜି ଆମେ ଆଖି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏକ ଘରୋଇ ଉପଚାର ସମ୍ପର୍କରେ କହିବାକୁ ଯାଉଛୁ।

ଘରେ ଏପରି ଏକ ପାଉଡର ବନାଇ ହେବ ଯାହାକୁ ନିୟମିତ ସେବନ କଲେ ଯାହା ବି ଆଖି ସମସ୍ୟା ଅଛି ଦୂର ହୋଇଯିବ। ଏଥିପାଇଁ ବାଦାମ, ମିଶ୍ରି ଓ ପାନମଧୁରୀର ଆବଶ୍ୟକତା ରହିଛି।

୫୦ ଗ୍ରାମ ବାଦାମ, ୧୦୦ ଗ୍ରାମ ମିଶ୍ରି ଓ ୧୦୦ ଗ୍ରାମ ପାନମଧୁରୀ ନିଅନ୍ତୁ। ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦେଇ ମିଶାଇ ଦିଅନ୍ତୁ। ଚାହିଁଲେ ଏକାଠି ଗ୍ରାଇଣ୍ଡିଂ ବି କରିପାରିବେ। ପ୍ରସ୍ତୁତ ପେଷ୍ଟକୁ ଏକ ଡବା ଓ ପାତ୍ରରେ ବନ୍ଦ କରି ରଖନ୍ତୁ। ପ୍ରତିଦିନ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ଏହି ପାଉଡରରୁ ଏକ ଚାମଚ ପକାଇ ଖାଆନ୍ତୁ। ଏହାକୁ ଅଭ୍ୟାସରେ ପରିଣତ କରିନିଅନ୍ତୁ। ଦେଖିବେ ଯାହା ବି ଆଖି ସମସ୍ୟା ଅଛି ଦୂର ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story