ଜାଣନ୍ତୁ ମୁଖ ଦୁର୍ଗନ୍ଧ ଦୂର କରିବାର ଘରୋଇ ଉପାୟ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କିଛି ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରେ। ମୁଖ ଦୁର୍ଗନ୍ଧକୁ ନେଇ ଅନେକ ଲୋକ ଚିନ୍ତାରେ ରୁହନ୍ତି କାରଣ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ସେମାନେ କାହା ସହ ଠିକ୍ ଭାବେ କଥାବାର୍ତ୍ତା କରିପାରନ୍ତି ନାହିଁ। ଏହି ସମସ୍ୟାର ସମାଧାନ ପାଇବା ପାଇଁ କିଛି ଲୋକ ଡେଣ୍ଟାଲ ସର୍ଜନଙ୍କ ପାଖକୁ ଯାଆନ୍ତି। ହେଲେ କୌଣସି ସୁଫଳ ମିଳେନି। ଚିକିତ୍ସା ଦ୍ୱାରା କିଛି ଦିନ ପାଟିରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯାଏ ସତ, କିନ୍ତୁ କିଛି ଦିନ […]

bad breath

bad breath

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 12:31 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କିଛି ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରେ। ମୁଖ ଦୁର୍ଗନ୍ଧକୁ ନେଇ ଅନେକ ଲୋକ ଚିନ୍ତାରେ ରୁହନ୍ତି କାରଣ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ସେମାନେ କାହା ସହ ଠିକ୍ ଭାବେ କଥାବାର୍ତ୍ତା କରିପାରନ୍ତି ନାହିଁ। ଏହି ସମସ୍ୟାର ସମାଧାନ ପାଇବା ପାଇଁ କିଛି ଲୋକ ଡେଣ୍ଟାଲ ସର୍ଜନଙ୍କ ପାଖକୁ ଯାଆନ୍ତି। ହେଲେ କୌଣସି ସୁଫଳ ମିଳେନି। ଚିକିତ୍ସା ଦ୍ୱାରା କିଛି ଦିନ ପାଟିରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯାଏ ସତ, କିନ୍ତୁ କିଛି ଦିନ ପରେ ପୁଣି ସେହି ସମସ୍ୟା ଦେଖାଯାଏ। ତେବେ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ରହିଛି। ଟିକେ ଲେମ୍ୱୁ ରସ ଓ ଗୋଲାପ ଜଳକୁ ମିଶାନ୍ତୁ। ଏହି ରସରେ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ କୁଳକୁଚା କରନ୍ତୁ। ୧୫ଦିନ ପର୍ଯ୍ୟନ୍ତ ଏମିତି କରନ୍ତୁ। ଏହାଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos