ୟୁରିନ୍‌ ଇନ୍‌ଫେକ୍ସନ୍‌ର ଘରୋଇ ଉପଚାର

ୟୁରିନ୍‌ ଇନ୍‌ଫେକ୍ସନ୍‌ ଏକ ସାଧାରଣ ସମସ୍ୟା। ଉଭୟ ପୁରୁଷ ଓ ମହିଳା ଏହାର ଶିକାର ହୁଅନ୍ତି। ତେବେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ୟୁରିନ୍‌ ଇନ୍‌ଫେକ୍ସନ୍‌ ହେଲେ ବାରମ୍ୱାର ପରିସ୍ରା ଲାଗେ, ପରିସ୍ରା କଲା ପରେ ଜଳା ପୋଡ଼ା ହୁଏ। ଅଣ୍ଟା ପିଠି ଦରଜ ମଧ୍ୟ ହୋଇଯାଏ। ଅଧିକ ଦିନ ଧରି ୟୁରିନ୍‌ ଇନ୍‌ଫେକ୍ସନ୍‌ ଆହୁରି ଅନେକ ଜଟିଳ ସମସ୍ୟା ମଧ୍ୟ ଦେଖାଦିଏ। ସେଥିପାଇଁ ଯେତେ ଶୀଘ୍ର ସମ୍ଭବ ଡାକ୍ତରଙ୍କ ପରାମର୍ଶ ନେଲେ ଭଲ। […]

urine1image

urine1image

Rakesh Mallick
  • Published: Friday, 22 December 2017
  • Updated: 22 December 2017, 02:32 PM IST

Sports

Latest News

ୟୁରିନ୍‌ ଇନ୍‌ଫେକ୍ସନ୍‌ ଏକ ସାଧାରଣ ସମସ୍ୟା। ଉଭୟ ପୁରୁଷ ଓ ମହିଳା ଏହାର ଶିକାର ହୁଅନ୍ତି। ତେବେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ୟୁରିନ୍‌ ଇନ୍‌ଫେକ୍ସନ୍‌ ହେଲେ ବାରମ୍ୱାର ପରିସ୍ରା ଲାଗେ, ପରିସ୍ରା କଲା ପରେ ଜଳା ପୋଡ଼ା ହୁଏ। ଅଣ୍ଟା ପିଠି ଦରଜ ମଧ୍ୟ ହୋଇଯାଏ। ଅଧିକ ଦିନ ଧରି ୟୁରିନ୍‌ ଇନ୍‌ଫେକ୍ସନ୍‌ ଆହୁରି ଅନେକ ଜଟିଳ ସମସ୍ୟା ମଧ୍ୟ ଦେଖାଦିଏ। ସେଥିପାଇଁ ଯେତେ ଶୀଘ୍ର ସମ୍ଭବ ଡାକ୍ତରଙ୍କ ପରାମର୍ଶ ନେଲେ ଭଲ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଘରେ ନିମ୍ନଲିଖିତ ଉପଚାର ଗୁଡ଼ିକୁ ଆପଣେଇ ପାରିବେ।

- ୧୫ ଗ୍ରାମ ଧନିଆକୁ ରାତି ସାରା ବତୁରାଇ ଦିଅନ୍ତୁ। ସକାଳେ ଏହି ପାଣିକୁ ଛାଣି ସେଥିରେ ମିଶ୍ରି ପକାଇ ପିଅନ୍ତୁ। ପରିସ୍ରା ଜଳିବା ସମସ୍ୟା ଠିକ୍‌ ହୋଇଯିବ।

- ଧନିଆ, ଅଁଳା ଚୂର୍ଣ୍ଣକୁ ସମାନ ମାତ୍ରାରେ ମିଶାଇ ରାତିରେ ବତୁରାଇ ଦିଅନ୍ତୁ। ସକାଳେ ଏହି ପାଣିକୁ ଛାଣି ପିଅନ୍ତୁ। ଏପରି କରିବା ଦ୍ୱାରା ୟୁରିନ୍‌ ଇନ୍‌ଫେକ୍ସନ୍‌ ସମସ୍ୟାରୁ ମୁକ୍ତି ମିଳିବ।

- ପରିସ୍ରା ସମୟରେ ଜ୍ୱଳନ ହେଉଥିଲେ ରାତିରେ ଗହମର ୧୦ରୁ ୧୫ ଦାନାକୁ ପାଣିରେ ବତୁରାଇ ରଖନ୍ତୁ। ସକାଳେ ଏହାକୁ ଛାଣି ପାଣିରେ ୨୫ ଗ୍ରାମ ଚିନି ମିଶାଇ ପିଅନ୍ତୁ।

- ୨ ଗ୍ରାମ ଚୋପା ଲଗା ଅଳେଇଚକୁ ଗୁଣ୍ଡ କରି ସେଥିରେ ୧୦୦ ଗ୍ରାମ ପାଣି ଓ ୨୦୦ ଗ୍ରାମ କ୍ଷୀର ମିଶାଇ ଫୁଟାଇ ଦିଅନ୍ତୁ। ଏହି ମିଶ୍ରଣ ଥଣ୍ଡା ହୋଇଯିବା ପରେ ସେଥିରେ ଚିନି ମିଶାଇ ଅଧଘଣ୍ଟା ଛାଡ଼ି ପିଅନ୍ତୁ। ଫାଇଦା ମିଳିବ।

- ଅଳେଇଚ ଓ ଅଦା ଚୂର୍ଣ୍ଣକୁ ଏକାଠି ମିଶାଇ ଡାଳିମ୍ୱ ରସ ଅବା ଦହି ପାଣିରେ ସୈନ୍ଧବ ଲୁଣ ମିଶାଇ ପିଅନ୍ତୁ। ୟୁରିନ୍ ଇନ୍‌ଫେକ୍ସନ୍‌ ସମସ୍ୟା ଦୂର ହୋଇଯିବ।

- ନଡ଼ିଆ ପାଣିରେ ଗୁଡ଼ ଓ ଧନିଆ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ୟୁରିନ୍‌ ଇନ୍‌ଫେକ୍ସନ ସମସ୍ୟାରୁ ମୁକ୍ତି ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story