ହୋମଗାର୍ଡଙ୍କ ଦାଦାଗିରି: ଗଡ଼ାଇ ଗଡ଼ାଇ ପିଟିଲେ

ବାରିପଦା: ବିଚ୍ ରାସ୍ତାରେ ହୋମଗାର୍ଡଙ୍କ ଦାଦାଗିରି।  ଭାଇରାଲ୍ ହୋଇଛି ହୋମ୍‌ଗାର୍ଡଙ୍କ ଅମାନବୀୟ ନିର୍ଯାତନାର ଭିଡିଓ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡିହି ଷ୍ଟେସନ୍ ଛକରେ। ଏକ ଚୋରି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଏହି ହୋମଗାର୍ଡ ଜଣେ ଲୋକର ହାତ ବାନ୍ଧି ରାସ୍ତାରେ ଗଡ଼ାଇ ଗଡ଼ାଇ ନିର୍ଧୁମ୍ ପିଟିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ବ୍ୟକ୍ତିଙ୍କ ଉପରେ ଚଢ଼ିଯାଇ ସେ ଆଖିବୁଜା ବାଡ଼ଉଛନ୍ତି। ହୋମଗାର୍ଡ଼ ଜଣକ ହେଲେ […]

beat

beat

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 03:17 PM IST

Sports

Latest News

ବାରିପଦା: ବିଚ୍ ରାସ୍ତାରେ ହୋମଗାର୍ଡଙ୍କ ଦାଦାଗିରି।  ଭାଇରାଲ୍ ହୋଇଛି ହୋମ୍‌ଗାର୍ଡଙ୍କ ଅମାନବୀୟ ନିର୍ଯାତନାର ଭିଡିଓ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡିହି ଷ୍ଟେସନ୍ ଛକରେ। ଏକ ଚୋରି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଏହି ହୋମଗାର୍ଡ ଜଣେ ଲୋକର ହାତ ବାନ୍ଧି ରାସ୍ତାରେ ଗଡ଼ାଇ ଗଡ଼ାଇ ନିର୍ଧୁମ୍ ପିଟିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ବ୍ୟକ୍ତିଙ୍କ ଉପରେ ଚଢ଼ିଯାଇ ସେ ଆଖିବୁଜା ବାଡ଼ଉଛନ୍ତି।

ହୋମଗାର୍ଡ଼ ଜଣକ ହେଲେ ଝରାଡିହି ଫାଣ୍ଡିର ଉପେନ୍ଦ୍ର ବେହେରା। ସ୍ଥାନୀୟଲୋକେ ବିରୋଧ କରିବାରୁ ସେ ଲୋକଙ୍କୁ ମଧ୍ୟ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି।

ମାଡ଼ ଖାଇଥିବା ବ୍ୟକ୍ତି ଜଣକ ହେଲେ ବୟ ସର୍ଦ୍ଦାର।

ସୂଚନାଯୋଗ୍ୟ,ଗତକାଲି ଡାବୁଗାଁ ଥାନା ଆଇଆଇସି ସୁବାସ ଚନ୍ଦ୍ର ରାୟଗୁରୁ ଦାଦାଗିରି ଖବର ନଜରକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story