କେନ୍ଦୁଝର: ୩ ବର୍ଷର ଶିଶୁକୁ ୩୦ରୁ ଅଧିକ ଚେଙ୍କ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବଳନ୍ଦା ଗାଁରେ ଜଣେ ଶିଶୁକୁ ଚେଙ୍କ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ତା’ ବେକରେ ୩୦ରୁ ଅଧିକ ଚେଙ୍କ ଦିଆଯାଇଛି। ଚେଙ୍କ ଦେବା ପରେ ଶିଶୁଟି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତା’ ନାଁ ବରୁଣ ଦେହୁରୀ। ତା’ ବୟସ ୩ ବର୍ଷ। ଶିଶୁଟିକୁ ଦୁଇ ଦିନ ହେଲା ଜ୍ୱର ହେଉଥିଲା। ଜ୍ୱର ଭଲ ନ ହେବାରୁ ତା’ ବଡ଼ […]

branding

branding

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 03:12 PM IST

Sports

Latest News

brandingକେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବଳନ୍ଦା ଗାଁରେ ଜଣେ ଶିଶୁକୁ ଚେଙ୍କ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ତା’ ବେକରେ ୩୦ରୁ ଅଧିକ ଚେଙ୍କ ଦିଆଯାଇଛି। ଚେଙ୍କ ଦେବା ପରେ ଶିଶୁଟି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତା’ ନାଁ ବରୁଣ ଦେହୁରୀ। ତା’ ବୟସ ୩ ବର୍ଷ।

ଶିଶୁଟିକୁ ଦୁଇ ଦିନ ହେଲା ଜ୍ୱର ହେଉଥିଲା। ଜ୍ୱର ଭଲ ନ ହେବାରୁ ତା’ ବଡ଼ ମା’ ତାକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ଅଜୟ ମହାନ୍ତି କହିଛନ୍ତି,“ଶିଶୁଟିର ଅବସ୍ଥା ଗୁରୁତର ରହିଛି। ଆଜି ତାକୁ ତିନି ଚାରି ଥର ବାତ ମାରିଛି। ତାକୁ ଅକ୍ସିଜେନ୍ ଦେଇ ରଖାଯାଇଛି।”

ଏହା ପୂର୍ବରୁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ରେ ଜଣେ ୭ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story