କ୍ରୋଧକୁ କେମିତି କରିବେ ନିୟନ୍ତ୍ରଣ, ଜାଣନ୍ତୁ କିଛି ଫର୍ମୁଲା

ମଣିଷର ସବୁଠାରୁ ବଡ ଶତ୍ରୁ ହେଉଛି କ୍ରୋଧ। କ୍ରୋଧ ସମୟରେ ବ୍ୟକ୍ତି ତା’ ନିଜର ହିତାହିତ ଜ୍ଞାନକୁ ଭୁଲିଯାଇଥାଏ। ଯାହାଫଳରେ ସେ ନିଜ ସହ ଅନ୍ୟର ମଧ୍ୟ କ୍ଷତି ପହଞ୍ଚାଇଥାଏ। ରାଗୁଥିବା ବ୍ୟକ୍ତିଙ୍କ ପାଖରୁ ସମସ୍ତେ ଦୂରେଇ ରୁହନ୍ତି। କ୍ରୋଧ କେବଳ ଅସୁବିଧା ସୃଷ୍ଟି କରେନାହିଁ  ଅନେକ ଶାରୀରିକ ଓ ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରେ। ଆପଣ ମଧ୍ୟ ଏହି ପରିସ୍ଥିତିର ସାମ୍ନା କରୁଛନ୍ତି କି ?  ତେବେ ଆସନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ। […]

angry

angry

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 08:55 AM IST

Sports

Latest News

ମଣିଷର ସବୁଠାରୁ ବଡ ଶତ୍ରୁ ହେଉଛି କ୍ରୋଧ। କ୍ରୋଧ ସମୟରେ ବ୍ୟକ୍ତି ତା’ ନିଜର ହିତାହିତ ଜ୍ଞାନକୁ ଭୁଲିଯାଇଥାଏ। ଯାହାଫଳରେ ସେ ନିଜ ସହ ଅନ୍ୟର ମଧ୍ୟ କ୍ଷତି ପହଞ୍ଚାଇଥାଏ। ରାଗୁଥିବା ବ୍ୟକ୍ତିଙ୍କ ପାଖରୁ ସମସ୍ତେ ଦୂରେଇ ରୁହନ୍ତି। କ୍ରୋଧ କେବଳ ଅସୁବିଧା ସୃଷ୍ଟି କରେନାହିଁ  ଅନେକ ଶାରୀରିକ ଓ ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରେ। ଆପଣ ମଧ୍ୟ ଏହି ପରିସ୍ଥିତିର ସାମ୍ନା କରୁଛନ୍ତି କି ?  ତେବେ ଆସନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ।  ଯାହାକୁ ଆପଣାଇଲେ  କ୍ରୋଧ ଦୂର ହୋଇପାରିବ।

୧. ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ଦ୍ୱାରା ମୁଣ୍ଡ ଥଣ୍ଡା ରୁହେ।

୨. ଘରେ ଲାଲ ରଙ୍ଗର ପ୍ରୟୋଗ କରନ୍ତୁ ନାହିଁ। ଲାଲ ରଙ୍ଗର ଚାଦର କିମ୍ୱା ପରଦା ମଧ୍ୟ ବ୍ୟବହାର କରନ୍ତୁ ନାହିଁ।

୩.ଘରର କୌଣସି କୋଣରେ ଅଳିଆ ରଖନ୍ତୁ ନାହିଁ। ଏହା ରାଗକୁ ଉସକାଇଥାଏ ।

୪. ପୂର୍ବ ଦିଗରେ ଭାରୀ ଜିନିଷ ରଖନ୍ତୁ ନାହିଁ।

୫. ସନ୍ଧ୍ୟା ସମୟରେ ଘରେ ଧୂପ ଅଗରବତୀ ଜଳାନ୍ତୁ।

୬. ରାଗ ଆସିବା ସମୟରେ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ ।

୭. ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ଆସିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story