ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ: ପଢନ୍ତୁ କିଛି ଟିପ୍ସ

ମାର୍ଚ୍ଚ ମାସ ଆରମ୍ଭରୁ ଖରାର ତାତି ବଢ଼ିବାରେ ଲାଗିଲାଣି। ଏହି ସମୟରେ ଆମ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ। ଖରାଦିନେ ଆମ ମୁହଁ ଶୁଖିଲା ଦିଶେ। ଏହାସହ ଝାଳ ବୋହିବା ଯୋଗୁଁ ତ୍ୱଚା ଆହୁରି ଶୁଖିଲା ଦିଶେ। ବିଶେଷ କରି ଏହି ସମସ୍ୟା ଅଫିସ ଯାଉଥିବା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ତା’ହେଲେ ଆସନ୍ତୁ ଜାଣିବା ଖରା ଦିନେ କିପରି ଏହାର ଯତ୍ନ ନେବା। ୧- ଖରାଦିନେ ଶରୀରରୁ ଅଧିକ ଝାଳ ବାହାରେ। ଏଥିପାଇଁ ତ୍ୱଚାରେ […]

indian

indian

Rakesh Mallick
  • Published: Tuesday, 13 March 2018
  • Updated: 13 March 2018, 11:01 PM IST

Sports

Latest News

ମାର୍ଚ୍ଚ ମାସ ଆରମ୍ଭରୁ ଖରାର ତାତି ବଢ଼ିବାରେ ଲାଗିଲାଣି। ଏହି ସମୟରେ ଆମ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ। ଖରାଦିନେ ଆମ ମୁହଁ ଶୁଖିଲା ଦିଶେ। ଏହାସହ ଝାଳ ବୋହିବା ଯୋଗୁଁ ତ୍ୱଚା ଆହୁରି ଶୁଖିଲା ଦିଶେ। ବିଶେଷ କରି ଏହି ସମସ୍ୟା ଅଫିସ ଯାଉଥିବା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ତା’ହେଲେ ଆସନ୍ତୁ ଜାଣିବା ଖରା ଦିନେ କିପରି ଏହାର ଯତ୍ନ ନେବା।

୧- ଖରାଦିନେ ଶରୀରରୁ ଅଧିକ ଝାଳ ବାହାରେ। ଏଥିପାଇଁ ତ୍ୱଚାରେ ଗୋଲାପ ଜଳ ଲଗାନ୍ତୁ। ସେହିପରି ବରଫ ଲଗାଇପାରିବେ। ଏହା ଦ୍ୱାରା ଝାଳରୁ ମୁକ୍ତି ପାରିବେ।

୨- ତେଲିଆ ତ୍ୱଚାରେ ଉଜ୍ୱଳତା ଆଣିବା ପାଇଁ ପାଚିଲା କଦଳୀକୁ ମୁହଁରେ ଲଗାନ୍ତୁ। କିଛି ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଚେହେରାରେ ଚମକ ଆସିଯିବ।

୩- କାକୁଡି ଓ କମଳାରୁ ରସକୁ ମୁହଁରେ ଲଗାନ୍ତୁ।  ଏହା ଦ୍ୱାରା ଆପଣଙ୍କ ମୁଖମଣ୍ଡଳ ଚମକିବ।।

୪- ଯଦି ଆପଣଙ୍କ ତ୍ୱଚା ତେଲିଆ ହୋଇଥିବ ତେବେ ସପ୍ତାହରେ ଦୁଇ ଥର ମୁଲତାନି ଲଗାନ୍ତୁ। ଆପଣ ସୁନ୍ଦର ଦିଶିବେ।

୫-ଖରାଦିନେ ସପ୍ତାହରେ ଗୋଟେ ଥର ଫେସପ୍ୟାକର ବ୍ୟବହାର ନିଶ୍ଚିତ କରନ୍ତୁ। ଏଥିରେ ମଧ୍ୟ ଉଜ୍ୱଳତା ଆସିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story