ସର୍ଦ୍ଦି ଓ କାଶ ସମସ୍ୟାରେ ଘାଣ୍ଟି ହେଉଛନ୍ତି କି ? କେମିତି ପାଇବେ ମୁକ୍ତି ଜାଣନ୍ତୁ ଏହାର ଘରୋଇ ଉପଚାର

ପ୍ରାଚୀନ କାଳରୁ ଘରୋଇ ଉପଚାରର ବିଧି ପ୍ରଚଳିତ ହୋଇ ଆସୁଛି । ଆଜି ବି ଲୋକେ ଥଣ୍ଡା କାଶ ଆଦି ହେଲେ ଡ଼ାକ୍ତରଙ୍କ ପାଖକୁ ନ ଯାଇ , ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି । ଏହାର ମୁଖ୍ୟ କାରଣ ଏୟା ଯେ , ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ ଏବଂ ଏହା ଖୁବ୍ ପ୍ରଭାବଶାଳୀ ଓ ଏଥିରେ ଖର୍ଚ୍ଚାନ୍ତ କମ୍ ହୁଏ । ସର୍ଦ୍ଦି ଓ କାଶ ସମସ୍ୟାରୁ ମୁକ୍ତି ପାଇଁ ଜାଣନ୍ତୁ କିଛି […]

ind

ind

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 04:48 PM IST

Sports

Latest News

ପ୍ରାଚୀନ କାଳରୁ ଘରୋଇ ଉପଚାରର ବିଧି ପ୍ରଚଳିତ ହୋଇ ଆସୁଛି । ଆଜି ବି ଲୋକେ ଥଣ୍ଡା କାଶ ଆଦି ହେଲେ ଡ଼ାକ୍ତରଙ୍କ ପାଖକୁ ନ ଯାଇ , ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି । ଏହାର ମୁଖ୍ୟ କାରଣ ଏୟା ଯେ , ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ ଏବଂ ଏହା ଖୁବ୍ ପ୍ରଭାବଶାଳୀ ଓ ଏଥିରେ ଖର୍ଚ୍ଚାନ୍ତ କମ୍ ହୁଏ ।

ସର୍ଦ୍ଦି ଓ କାଶ ସମସ୍ୟାରୁ ମୁକ୍ତି ପାଇଁ ଜାଣନ୍ତୁ କିଛି ଆବଶ୍ୟକୀୟ ଟିପ୍ସ

ହଳଦୀ ମିଶା ଦୁଗ୍ଧ  ହଳଦୀରେ ଅନେକ ଆଣ୍ଟିବାୟୋଟିକ୍  ଗୁଣ ଥାଏ । ଯାହାକି ଖୁବ୍ ଫାଇଦାପୂର୍ଣ୍ଣ ଅଟେ ।  ଏହାକୁ ଦୁଗ୍ଧ ସହ ମିଶାଇ ସେବନ କରାଯାଇପାରେ ।  ଅଧ ଚାମଚ ହଳଦୀକୁ ଏକ ଗ୍ଲାସ୍ ଗରମ ଦୁଗ୍ଧ ସହ ମିଶାଇ ପିଇବା ଦ୍ୱାରା କାଶ ଓ ଥଣ୍ଡାରୁ ଉପଶମ ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇବା ଦ୍ୱାରା ଖୁବ୍ ଆରାମ ମିଳିଥାଏ ।

୨ -ତୁଳସୀ ପତ୍ର ଓ ଅଦା  ତୁଳସୀ ଓ ଅଦା ଥଣ୍ଡା କାଶ ପାଇଁ ରାମବାଣ ସଦୃଶ ଅଟେ । ଏହାର ସେବନରେ ତୁରନ୍ତ ଆରାମ ମିଳିଥାଏ । ଏକ ଗ୍ଲାସ୍ ଗରମରେ ତୁଳସୀର ୫-୭ଟି ପତ୍ର ପକାନ୍ତୁ  ଏବଂ ଏଥିରେ  ଖଣ୍ଡେ ଅଦା ପକାନ୍ତୁ । ଏହାପରେ କିଛି ସମୟ ପାଇଁ ଏହାକୁ ଗରମ କରନ୍ତୁ ।  ଅଳ୍ପ ଉଷୁମ କରି ଏହାକୁ ପିଅନ୍ତୁ ।  ଛୋଟ ଠାରୁ ବଡ଼ ସମସ୍ତେ ଏହାକୁ ପିଇପାରିବେ ।

–  ଗୋଲ ମରିଚ  ୩-୪ଟି ଗୋଲ ମରିଚକୁ ଚୁନା କରି  ଏଥିରେ କିଛି ହେଙ୍ଗୁ ମିଶାନ୍ତୁ । ପୁଣି ଏଥିରେ କିଛି ଗୁଡ଼ ମିଶାଇ ଛୋଟ ଛୋଟ ଗୋଲି ତିଆରି କରନ୍ତୁ , ଏବଂ ପ୍ରତିଦିନ ସକାଳେ ସନ୍ଧ୍ୟାରେ ଏହାକୁ ସେବନ କରନ୍ତୁ ।

୪ -ଜୁଆଣି –   ଥଣ୍ଡା ହୋଇଥିଲେ ୨ ଚାମଚ  ଜୁଆଣିକୁ ହାଲକା ଉଷୁମ କରି ଏବଂ ପୁଣି ଏହାକୁ  ଏକ ରୁମାଲ ଦବା କପଡ଼ାରେ ବାନ୍ଧି ନିଅନ୍ତୁ ଏବଂ ଏକ ବୋତଲରେ ରଖି ନାକରେ ଶୁଙ୍ଘନ୍ତୁ  ଓ ଏହାପରେ ଶୋଇଯା’ନ୍ତୁ ।

କେଶର   ଛୋଟ ପିଲାଙ୍କୁ ଥଣ୍ଡା କାଶ ହୋଇଥିଲେ ପାଖାପାଖି ଅଧା ଗ୍ରାମ୍ କେଶର  ନେଇ ଗରମ ଦୁଗ୍ଧ ସହ ମିଶାଇ  ସକାଳେ ସନ୍ଧ୍ୟାରେ ପିଆନ୍ତୁ ।  ଏବଂ କେଶରକୁ ପେଶି ମୁଣ୍ଡ ଓ ଛାତି ଉପରେ ଲେପ ଦିଅନ୍ତୁ । ଏହାଦ୍ୱାରା କାଶ ସମସ୍ୟାରୁ ମୁକ୍ତି ମିଳିବ ।

ଜାଈଫଳ  ଜାଈଫଳ , ପୁଷ୍କର ମୂଳ , ଗୋଲମରିଚ ଆଦିକୁ ସମ ମାତ୍ରାରେ ନେଇ ଚୂର୍ଣ୍ଣ କରି ୩-୪ ଗ୍ରାମ୍  ଚୂର୍ଣ୍ଣ ସକାଳେ ସନ୍ଧ୍ୟାରେ ଗୁଡ଼ ସହ ସେବନ କରିବା ଦ୍ୱାରା କାଶ ଦୂର ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story