ନିଶାରେ ଅଛନ୍ତି  କି ? ଜାଣନ୍ତୁ କେମିତି ଛଡ଼ାଇବେ

ନୂଆବର୍ଷର ଶୁଭାରମ୍ଭ ହୋଇସାରିଛି। କିଏ ପୂଜା କରି ତ କିଏ ପାର୍ଟି କରି ନୂଆବର୍ଷକୁ ସେଲିପ୍ରେସନ୍‌ କରୁଛନ୍ତି। ପାର୍ଟିରେ ମଦ ପିଇବା ଏକ ସାଧାରଣ କଥା। ନୂଆବର୍ଷ ହୋଇଥିବାରୁ କିଛି ଲୋକ ଆବଶ୍ୟକଠାରୁ ଅଧିକ ମଦ ପିଇ ଦେଇଥାନ୍ତି। ଅତ୍ୟଧିକ ମଦ୍ୟପାନ ନିଶା ସହଜରେ ଛାଡେନି। ଫଳରେ ମୁଣ୍ଡବିନ୍ଧା ଓ ଅନ୍ୟ ସମସ୍ୟା ଉପୁଜିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ଅନେକ ଘରୋଇ ଉପଚାର ରହିଛି। ଆସନ୍ତୁ ଜାଣିବା ଅତ୍ୟଧିକ ମଦ୍ୟପାନ ଫଳରେ ହେଉଥିବା ହ୍ୟାଙ୍ଗ୍‌ […]

hangover

hangover

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 02:52 PM IST

ନୂଆବର୍ଷର ଶୁଭାରମ୍ଭ ହୋଇସାରିଛି। କିଏ ପୂଜା କରି ତ କିଏ ପାର୍ଟି କରି ନୂଆବର୍ଷକୁ ସେଲିପ୍ରେସନ୍‌ କରୁଛନ୍ତି। ପାର୍ଟିରେ ମଦ ପିଇବା ଏକ ସାଧାରଣ କଥା। ନୂଆବର୍ଷ ହୋଇଥିବାରୁ କିଛି ଲୋକ ଆବଶ୍ୟକଠାରୁ ଅଧିକ ମଦ ପିଇ ଦେଇଥାନ୍ତି। ଅତ୍ୟଧିକ ମଦ୍ୟପାନ ନିଶା ସହଜରେ ଛାଡେନି। ଫଳରେ ମୁଣ୍ଡବିନ୍ଧା ଓ ଅନ୍ୟ ସମସ୍ୟା ଉପୁଜିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ଅନେକ ଘରୋଇ ଉପଚାର ରହିଛି। ଆସନ୍ତୁ ଜାଣିବା ଅତ୍ୟଧିକ ମଦ୍ୟପାନ ଫଳରେ ହେଉଥିବା ହ୍ୟାଙ୍ଗ୍‌ ଓଭର ସମସ୍ୟାରୁ ମୁକ୍ତି ପାଇବାର ଘରୋଇ ଉପଚାର।

୧. ନିଶା ଛଡାଇବାରେ ଲେମ୍ବୁ ବଡ଼ ଉପକାରୀ। ଉଷୁମ ପାଣିରେ ଲେମ୍ବୁ ପାଣି ପିଇବା ଦ୍ୱାରା ଦେହରେ ଥିବା ହାନିକାରକ ତତ୍ତ୍ୱ ବାହାରି ଯାଇଥାଏ। ଏହା ଆପଣଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଥାଏ।

୨. ନିଶା କମ୍‌ କରିବା ଲାଗି ଦହିର ବ୍ୟବହାର ମଧ୍ୟ ଆପଣ କରିପାରିବେ। ମଦ ନିଶା ଛଡାଇବା ପାଇଁ ଦହି ଖାଆନ୍ତୁ।

୩. ନିଶା ଛଡାଇବାରେ କଫି ବଡ଼ ଉପକାରୀ। କଡା କଫିକୁ କିଛି ସମୟ ଅନ୍ତରାଳରେ ପିଅନ୍ତୁ। ମୁଣ୍ଡବିନ୍ଧାର ମୁକ୍ତି ମିଳିବ ଓ ନିଶା ଓହ୍ଲାଇଯିବ।

୪. କମଳା ରସ ମଧ୍ୟ ନିଶା ଛଡାଇବାରେ ସାହାଯ୍ୟ କରେ।

୫. ମଦ ନିଶା ଛଡାଇବାକୁ ଚାହୁଁଥିଲେ ଅଦା ଚା ପିଅନ୍ତୁ। ନିଶା କାରଣରୁ ମୁଣ୍ଡବିନ୍ଧା ହେଉଥିଲେ ଏହା ଭଲ କାମ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story