ଆପଣ ବେଶୀ ରାଗୁଛନ୍ତି କି? ଶାନ୍ତ ପାଇଁ ପିଅନ୍ତୁ ଏହି ଚା

କୁହାଯାଏ କ୍ରୋଧ ହେଉଛି ମଣିଷର ପରମ ଶତ୍ରୁ। ଅନେକ ଲୋକ ଅଛନ୍ତି, ଯେଉଁମାନେ ଛୋଟ ଛୋଟ କଥାରେ ରାଗିଯାଆନ୍ତି। ରାଗରେ ସେମାନେ କ’ଣ କରନ୍ତି ଜାଣିପାରନ୍ତି ନାହିଁ। ଏହି କ୍ରୋଧ ଭିନ୍ନ ଭିନ୍ନ କାରଣରୁ ଆସିଥାଏ। ଏହା ଆମ ଶରୀରର ଅନେକ କ୍ଷତି କରିଥାଏ। ରାଗରେ ଲୋକମାନେ ଏପରି କିଛି କାମ କରିଦେଇଥାନ୍ତି ଯେଉଁଥି ପାଇଁ ତାଙ୍କୁ  ବହୁତ ଖରାପ ପରିଣାମ ଭୋଗିବାକୁ ପଡ଼ିଥାଏ।  ଏହା ଉଭୟ ଶାରିରୀକ ଓ ମାନସିକଜନିତ ହୋଇଥାଏ। ଏହି ରାଗ ପାଇଁ […]

tea-image

tea-image

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 06:07 PM IST

Sports

Latest News

କୁହାଯାଏ କ୍ରୋଧ ହେଉଛି ମଣିଷର ପରମ ଶତ୍ରୁ। ଅନେକ ଲୋକ ଅଛନ୍ତି, ଯେଉଁମାନେ ଛୋଟ ଛୋଟ କଥାରେ ରାଗିଯାଆନ୍ତି। ରାଗରେ ସେମାନେ କ’ଣ କରନ୍ତି ଜାଣିପାରନ୍ତି ନାହିଁ। ଏହି କ୍ରୋଧ ଭିନ୍ନ ଭିନ୍ନ କାରଣରୁ ଆସିଥାଏ। ଏହା ଆମ ଶରୀରର ଅନେକ କ୍ଷତି କରିଥାଏ। ରାଗରେ ଲୋକମାନେ ଏପରି କିଛି କାମ କରିଦେଇଥାନ୍ତି ଯେଉଁଥି ପାଇଁ ତାଙ୍କୁ  ବହୁତ ଖରାପ ପରିଣାମ ଭୋଗିବାକୁ ପଡ଼ିଥାଏ।  ଏହା ଉଭୟ ଶାରିରୀକ ଓ ମାନସିକଜନିତ ହୋଇଥାଏ।

ଏହି ରାଗ ପାଇଁ ଅନେକ ମଧୂର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ନିଜ ରାଗକୁ ନିୟନ୍ତ୍ରଣ କରିବା ବଡ଼ କାଠିକର କାମ। ଏଥିପାଇଁ କୌଣସି ଔଷଧ ମଧ୍ୟ ମିଳେ ନାହିଁ। ହେଲେ ଆୟୁର୍ବେଦ ପାଖରେ ଅଛି  ଏହାର ପ୍ରାକୃତିକ ଉପାୟ। ଆଜି ଆମେ ଆପଣଙ୍କୁ ଏକ ଏପରି  ଏକ ଚହା ବିଷୟରେ କହିବୁ ଯାହା ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବ। ଏହାକୁ ଅତି ସହଜରେ ଘରେ ବନାଇହେବ। ଆସନ୍ତୁ ଜାଣିବା ଏହି ପାନୀୟକୁ ବନାଇବାର ପ୍ରକ୍ରିୟା।

ପ୍ରଥମେ କେମୋମାଇଲ (ସେବତି ଫୁଲରୁ ପ୍ରସ୍ତୁତ ଚାହା) ଗୋଲାପ ଜଳ ଓ ତୁଳସୀ ପତ୍ରକୁ ସମାନ ପରିମାଣରେ ନିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଏକ କପ୍ ପାଣିରେ ଫୁଟାନ୍ତୁ। ଭଲଭାବେ ଫୁଟିଗଲାପରେ ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ଏହାକୁ ଛାଣି ପିଅନ୍ତୁ। ଏହାକୁ ଦିନରେ ୩ଥର ପିଅନ୍ତୁ। ଏହାଦ୍ୱାରା ମନ ଶାନ୍ତ ହେବ ଓ କ୍ରୋଧ କମିବ। ଏହା ବ୍ୟତୀତ ସ୍ପାଇସି ଖାଦ୍ୟ, ଖଟା ଫଳ ଓ କଫି ପିଇବା ବନ୍ଦ କରନ୍ତୁ।

ସେହିପରି ଧ୍ୟାନରୁ ମଧ୍ୟ ଭଲ ଫାଇଦା ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story