ରାତିରେ ଏହି ସବୁ ଖାଦ୍ୟ ଖାଆନ୍ତୁ; ପେଟ ପୂରିବ, ଓଜନ କମିବ

ଓଜନ କମାଇବା ଲାଗି ବ୍ୟାୟାମ ସହ ସଠିକ୍‌ ଡାଏଟ୍‌ ଜରୁରୀ। ଏଥିପାଇଁ କ’ଣ ଖାଇବେ କ’ଣ ନାହିଁ, ତାହା ଜାଣିବା ସହ କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ ତାହା ମଧ୍ୟ ଜାଣିବା ଜରୁରୀ। ଅନେକ ଲୋକ ଓଜନ କମାଇବାକୁ ରାତିରେ କିଛି ଖାଆନ୍ତି ନାହିଁ।  ଏହି କାରଣରୁ ବିଳମ୍ୱିତ ରାତିରେ ସେମାନଙ୍କୁ ଭୋକ ଲାଗେ ଓ ଠିକ୍‌ରେ ନିଅ ହୋଇନଥାଏ। ଭୋକ ଅଧିକ ହେଲେ ବାଧ୍ୟ ହୋଇ ସେମାନେ ଜଙ୍କ୍‌ ଫୁଡ ଖାଇଥାନ୍ତି, ଯେଉଁଥିରେ ଅଧିକ […]

ortoreksi-1

ortoreksi-1

Rakesh Mallick
  • Published: Friday, 04 May 2018
  • Updated: 04 May 2018, 10:46 AM IST

Sports

Latest News

ଓଜନ କମାଇବା ଲାଗି ବ୍ୟାୟାମ ସହ ସଠିକ୍‌ ଡାଏଟ୍‌ ଜରୁରୀ। ଏଥିପାଇଁ କ’ଣ ଖାଇବେ କ’ଣ ନାହିଁ, ତାହା ଜାଣିବା ସହ କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ ତାହା ମଧ୍ୟ ଜାଣିବା ଜରୁରୀ। ଅନେକ ଲୋକ ଓଜନ କମାଇବାକୁ ରାତିରେ କିଛି ଖାଆନ୍ତି ନାହିଁ।  ଏହି କାରଣରୁ ବିଳମ୍ୱିତ ରାତିରେ ସେମାନଙ୍କୁ ଭୋକ ଲାଗେ ଓ ଠିକ୍‌ରେ ନିଅ ହୋଇନଥାଏ। ଭୋକ ଅଧିକ ହେଲେ ବାଧ୍ୟ ହୋଇ ସେମାନେ ଜଙ୍କ୍‌ ଫୁଡ ଖାଇଥାନ୍ତି, ଯେଉଁଥିରେ ଅଧିକ କ୍ୟାଲୋରୀ ଅଧିକ ଥାଏ। ତେଣୁ ଏଭଳି ଅଭ୍ୟାସ ଛାଡ଼ି ଦିଅନ୍ତୁ। କାରଣ ଏପରି କିଛି ଖାଦ୍ୟ ରହିଛି ଯାହା ଦିନରେ ନୁହେଁ ବରଂ ରାତିରେ ଖାଇବା ଦ୍ୱାରା ପେଟ ପୂରିଥାଏ ଏବଂ ତା’ସହିତ ଏହା ଓଜନ କମିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡ଼ିକ ସଂପର୍କରେ।

ବାଦାମ ଓ ଫାଇବର ଯୁକ୍ତ ଶସ୍ୟ

ବାଦାମରେ ୫ଗ୍ରାମ ପ୍ରୋଟିନ ରହିଛି। ଏହା ମାଂସପେଶୀକୁ ମଜଭୁତ ରଖେ । ଏଥିରେ ଫାଇବର ଥିବାରୁ ଶୀଘ୍ର ଭୋକ ଲାଗେ ନାହିଁ। ଏହା ଚର୍ବି କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ। ରାତିରେ ଶୋଇବା ପୂର୍ବରୁ ଆପଣ ବାଦାମ ଖାଇପାରିବେ। ରିସର୍ଚ୍ଚରୁ ଜଣାପଡିଛି ଫାଇବରଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଓଜନ କମ୍‌ ରହେ।

ଦହି

ଦହିରେ ପ୍ରୋଟିନର ମାତ୍ରା ଅଧିକ ରହିବା ସହ ସୁଗାର କମ୍‌ ରହିଛି। ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ପୂରିଲା ଭଳି ଲାଗେ ଏବଂ ଶୀଘ୍ର ଭୋକ ଲାଗେ ନାହିଁ।

ଅଣ୍ଡା

ଅଣ୍ଡାରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଓଜନକୁ କମ୍‌ କରି ପେଟର ଚର୍ବି କମାଇବାକୁ ଚାହୁଁଥିଲେ ରାତ୍ରି ଭୋଜନରେ ସିଝା ଅଣ୍ଡା ସାମିଲ କରନ୍ତୁ।

ଚେରି

ଚେରିରେ ଆଣ୍ଟିଅକ୍ସିଡେଣ୍ଟ ରହିଛି। ରାତିରେ ଏହାକୁ ଖାଇବା ଦ୍ୱାରା ପେଟ ପୂରିବା ସହ ଭଲ ନିଦ ମଧ୍ୟ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story