ଅନୁଗୋଳରେ ଡବଲ ମର୍ଡର: ସ୍ତ୍ରୀର ମୃତଦେହ ଠାରୁ ୭୫ କିମି ଦୂରରେ ପଡ଼ିଛି ସ୍ୱାମୀର ମୃତଦେହ

ଅନୁଗୋଳ: ଅନୁଗୋଳରେ ଡବଲ ମର୍ଡର। ଜିଲ୍ଲାର କିଶୋରନଗର ଗମ୍ଭାରୀମଳିଆ ଗାଁରେ ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ପତି-ପତ୍ନୀ ହେଲେ ବିରଞ୍ଚି ନାୟକ ଓ ତାଙ୍କ ପତ୍ନୀ ତରଣୀ ନାୟକ। ଆଜି ସକାଳେ ଗମ୍ଭାରୀମଳିଆ ଗାଁରୁ ପତ୍ନୀ ତରଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ବିରଞ୍ଚିଙ୍କ ମୃତଦେହ ଗାଁଠାରୁ ୭୫ କିଲୋମିଟର ଦୂର ଆଠମଲ୍ଲିକ ପୋକଣ୍ଡା ପୋଲ ତଳୁ ଉଦ୍ଧାର କରାଯାଇଛି। ବିରଞ୍ଚିଙ୍କୁ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 01:10 PM IST

Sports

Latest News

ଅନୁଗୋଳ: ଅନୁଗୋଳରେ ଡବଲ ମର୍ଡର। ଜିଲ୍ଲାର କିଶୋରନଗର ଗମ୍ଭାରୀମଳିଆ ଗାଁରେ ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ପତି-ପତ୍ନୀ ହେଲେ ବିରଞ୍ଚି ନାୟକ ଓ ତାଙ୍କ ପତ୍ନୀ ତରଣୀ ନାୟକ। ଆଜି ସକାଳେ ଗମ୍ଭାରୀମଳିଆ ଗାଁରୁ ପତ୍ନୀ ତରଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ବିରଞ୍ଚିଙ୍କ ମୃତଦେହ ଗାଁଠାରୁ ୭୫ କିଲୋମିଟର ଦୂର ଆଠମଲ୍ଲିକ ପୋକଣ୍ଡା ପୋଲ ତଳୁ ଉଦ୍ଧାର କରାଯାଇଛି। ବିରଞ୍ଚିଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଦମ୍ପତ୍ତିଙ୍କ ୪ ବର୍ଷର ପୁଅ ନିଖୋଜ ଥିବା ବେଳେ ତାଙ୍କ ଝିଅ ଘରେ ୨ ବର୍ଷର ଝିଅ ଥିବା ଜଣାପଡ଼ିଛି।  ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos