ବିଜେପି ରାଜନୀତିରେ ନୂଆ ଟୁଇଷ୍ଟ: ଜୁଏଲ କହିଲେ ମୁଖ୍ୟମନ୍ତ୍ରୀ ପାଇଁ ମୋର ଆଶା ନାହିଁ

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋର ଇଛା ନାହିଁ। ମୁଁଗ୍ଦ କେବେ ମୋ ପାଇଁ ଚିନ୍ତା କରେନି ମୁଁ ପାର୍ଟି ପାଇଁ ଚିନ୍ତା କରେ। ପାର୍ଟି ମୋଗ୍ଦ ପାଇଁ ଚିନ୍ତା କରେ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି। ପାନପୋଷ ଜିଲ୍ଲା ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଜୁଏଲ ଏହା କହିଛନ୍ତି। ଜୁଏଲଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ ଜୁଏଲ […]

jual oram

jual oram

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 02:15 PM IST

Sports

Latest News

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋର ଇଛା ନାହିଁ। ମୁଁଗ୍ଦ କେବେ ମୋ ପାଇଁ ଚିନ୍ତା କରେନି ମୁଁ ପାର୍ଟି ପାଇଁ ଚିନ୍ତା କରେ। ପାର୍ଟି ମୋଗ୍ଦ ପାଇଁ ଚିନ୍ତା କରେ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି। ପାନପୋଷ ଜିଲ୍ଲା ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଜୁଏଲ ଏହା କହିଛନ୍ତି।

ଜୁଏଲଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ ଜୁଏଲ କହିଥିଲେ ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ପାଇଁ ୪ରୁ ୫ ଜଣ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ତେବେ କିଏ ସେହି ଯୋଗ୍ୟ ପ୍ରାର୍ଥୀ ସେମାନଙ୍କ ନାମ ନେଇ ନ ଥିଲେ। ହଠାତ୍ ଆଜି ଜୁଏଲ୍‌ଙ୍କ ଉପରୋକ୍ତ ମନ୍ତବ୍ୟକୁ ନେଇ ପୁଣି ଥରେ ବିଜେପି ରାଜନୈତିକ ହଟଚମ୍ପଟ ସୃଷ୍ଟି  କରିଛି।

ଆଜିର ବୈଠକରେ ବିଜେପିର ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଅନୁପସ୍ଥିତ ଥିଲେ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜୁଏଲଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେପ୍ପଦିଲ୍ଲୀପଙ୍କ ବଡ଼ ବ୍ୟବସାୟ ରହିଛି। ସେ ବହୁତ ବ୍ୟସ୍ତ ରହୁଛନ୍ତି। ତେବେ ସେ ଆମ ସହ ଅଛନ୍ତି ଓ ଦଳ ପାଇଁ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story