ମହିଳା ଓଏଏସ୍ ଅଫିସରଙ୍କୁ ଅଶ୍ଳୀଳ ଭିଡିଓ ପଠେଇ ଆଇଏଏସ୍ ଅଫିସର ହଟହଟା: ପୁଣି ଖୋଲିଲା ଫାଇଲ୍

ଭୁବନେଶ୍ୱର: ମହିଳା ଓଏଏସ୍‌ ଅଧିକାରୀଙ୍କୁ ମୋବାଇଲ୍‌ରେ ଅଶ୍ଲୀଳ ଭିଡିଓ ପଠେଇବା ଘଟଣାକୁ ନେଇ ପୁଣି ପାଓ୍ୱାର କରିଡରରେ ଚର୍ଚ୍ଚା। ୨୦୧୫ ମସିହାରେ ଭିଡିଓ ପଠାଇଥିବା ଅଭିଯୋଗକୁ ନେଇ ଏବେ ପୁଣି ବିବାଦ ଘେରକୁ ଆସିଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ପ୍ରେମାନନ୍ଦ ଖୁଣ୍ଟିଆ। ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଥିବା ବେଳେ ଏପଟେ ମହିଳା କମିଶନ ଆଜି ମାମଲାର ଶୁଣାଣି କରିଛନ୍ତି। ରାଜ୍ୟ କୃଷି ବିପଣନ ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ପାଇଁ ଅଡୁଆ ବଢ଼ିଲା। ନିକଟରେ ଓଏଏସ୍‌ରୁ ଆଇଏଏସ୍ […]

ias officer is in problam

ias officer is in problam

Rakesh Mallick
  • Published: Friday, 23 June 2017
  • Updated: 23 June 2017, 08:12 PM IST

Sports

Latest News

ଭୁବନେଶ୍ୱର: ମହିଳା ଓଏଏସ୍‌ ଅଧିକାରୀଙ୍କୁ ମୋବାଇଲ୍‌ରେ ଅଶ୍ଲୀଳ ଭିଡିଓ ପଠେଇବା ଘଟଣାକୁ ନେଇ ପୁଣି ପାଓ୍ୱାର କରିଡରରେ ଚର୍ଚ୍ଚା। ୨୦୧୫ ମସିହାରେ ଭିଡିଓ ପଠାଇଥିବା ଅଭିଯୋଗକୁ ନେଇ ଏବେ ପୁଣି ବିବାଦ ଘେରକୁ ଆସିଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ପ୍ରେମାନନ୍ଦ ଖୁଣ୍ଟିଆ। ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଥିବା ବେଳେ ଏପଟେ ମହିଳା କମିଶନ ଆଜି ମାମଲାର ଶୁଣାଣି କରିଛନ୍ତି।

ରାଜ୍ୟ କୃଷି ବିପଣନ ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ପାଇଁ ଅଡୁଆ ବଢ଼ିଲା। ନିକଟରେ ଓଏଏସ୍‌ରୁ ଆଇଏଏସ୍ ପ୍ରମୋଶନ ପାଇଥିବା ଏହି ବାବୁ ଜଣକ ମହିଳା ଓଏଏସ୍ ଅଧିକାରୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇଥିଲେ। ଏନେଇ ମହିଳା ଓଏଏସ୍‌ ଅଧିକାରୀଙ୍କ ମାଆ, ମହିଳା କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ। ପ୍ରେମାନନ୍ଦ କ୍ଷମତାର ଅପବ୍ୟବହାର କରିବା ସହ ତାଙ୍କ ଝିଅଙ୍କୁ ଧମକ ଚମକ ଦେଉଥିବା ଆବେଦନକାରୀ ଉଲ୍ଲେଖ କରିଥିଲେ। ଆଜି କମିଶନଙ୍କ ନିକଟରେ ହାଜର ହୋଇଥିଲେ ମହିଳା ଓଏଏସ୍ ଅଧିକାରୀ ଓ ତାଙ୍କ ମାଆ।

ଏହି ଘଟଣାରେ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏ ନେଇ ପିଏମ୍ଓରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଛି ଚିଠି। କାର୍ଯ୍ୟନୁଷ୍ଠାନ ନେଇ ଅବେଦନକାରୀଙ୍କୁ ଅବଗତ କରିବା ସହ ଏକ କପି ୱେବ୍‌ସାଇଟରେ ଅପଲୋଡ୍ କରିବାକୁ ଚିଠିରେ କୁହାଯାଇଛି।

ଅଭିଯୋଗ ଅନୁସାରେ, ୨୦୧୫ ସେପ୍ଟେମ୍ବରରେ ପ୍ରେମାନନ୍ଦ ଜଣେ ମହିଳା ଓଏଏସ୍‌ ଅଧିକାରୀଙ୍କୁ ମୋବାଇଲ୍‌ରେ ଅଶ୍ଲୀଳ ଭିଡିଓ ପଠାଇଥିଲେ। ସେତେବେଳେ କମିଶନରେଟ୍ ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ପ୍ରମାନନ୍ଦ ଖୁଣ୍ଟିଆଙ୍କୁ ପୋଲିସ ଗିରଫ କରିଥିଲା। ପରେ ଜାମିନ ପାଇଥିଲେ ପ୍ରେମାନନ୍ଦ। ଏହି ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା। ଏହି ମାମଲାରେ ପ୍ରେମାନନ୍ଦ ନିଜ ଆଡୁ ମହିଳା ଅଫିସରଙ୍କ ବିରୋଧରେ ୧ କୋଟି ଟଙ୍କାର ମାନହାନୀ ମୋକଦମା ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story