ଗିରଫ ଆଇଏଏସ୍‌ ଅଧିକାରୀ ପାର୍ଥ ସାରଥୀ ମିଶ୍ର ନିଲମ୍ବିତ

କଟକ: ଭିଜିଲାନ୍ସ ଦ୍ୱାରା  ଗିରଫ  ଓଏସ୍‌ଆଇସିର ଏମ୍‌ଡି ତଥା ଆଇଏଏସ୍‌ ଅଧିକାରୀ ପାର୍ଥ ସାରଥୀ ମିଶ୍ରଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ତାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଛି। ତାଙ୍କ ବିରୋଧରେ ତଦନ୍ତ ଚାଲି ଥିବାରୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି। ପାର୍ଥ ସାରଥୀଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରିଛି ଭିଜିଲାନ୍ସ। ପାର୍ଥ ସାରଥୀ ଅତ୍ୟନ୍ତ ବିଳାସ ବ୍ୟସନରେ ଜୀବନ […]

siddhartha

siddhartha

Rakesh Mallick
  • Published: Sunday, 19 February 2017
  • Updated: 06 April 2017, 04:22 PM IST

Sports

Latest News

କଟକ: ଭିଜିଲାନ୍ସ ଦ୍ୱାରା  ଗିରଫ  ଓଏସ୍‌ଆଇସିର ଏମ୍‌ଡି ତଥା ଆଇଏଏସ୍‌ ଅଧିକାରୀ ପାର୍ଥ ସାରଥୀ ମିଶ୍ରଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ତାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଛି। ତାଙ୍କ ବିରୋଧରେ ତଦନ୍ତ ଚାଲି ଥିବାରୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି।

ପାର୍ଥ ସାରଥୀଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରିଛି ଭିଜିଲାନ୍ସ। ପାର୍ଥ ସାରଥୀ ଅତ୍ୟନ୍ତ ବିଳାସ ବ୍ୟସନରେ ଜୀବନ ବିତାଉଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି।

ଆୟ ବହିର୍ଭୂତ ସମ୍ପତ୍ତିର ଖିଅ ଖୋଜୁଥିବା ଭିଜିଲାନ୍ସ ହାତରେ ଲାଗିଛି  ପାର୍ଥ ସାରଥୀଙ୍କ ସୌଖୀନ ଆଲିସାନ୍‌ ବଙ୍ଗଳା ଓ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସଂପର୍କରେ ତଥ୍ୟ । ତାଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। କଟକ,ପୁରୀ ଓ ଭୁବନେଶ୍ୱରରେ ତାଙ୍କର ଅଢ଼େଇ କୋଟି ଟଙ୍କାର ୩ଟି ଆଲିସାନ୍‌ ଘର ରହିଛି। ସେହିପରି ସେ ଅନେକ ଥର ବିଦେଶ ଭ୍ରମଣରେ ମଧ୍ୟ ଯାଇଛନ୍ତି।

ପାର୍ଥ ସାରଥୀଙ୍କ ନାଁରେ ଅଭିଯୋଗ ଆସିବା ପରେ କିଛି ମାସ ହେବ ସେ ଭିଜିଲାନ୍ସ ନଜରରେ ଥିଲେ। ବୁଧବାର ତାଙ୍କ ଗାଡ଼ିରୁ ୨ଲକ୍ଷ୧୪ ହଜାର ଟଙ୍କା ଜବତ ହୋଇଥିଲା। ପରେ ତାଙ୍କ ଭୁବନେଶ୍ୱର ସରକାରୀ ଘର, କଟକ ଅଫିସ ଓ ଘରେ  ଭିଜିଲାନ୍ସ ଚଢ଼ାଉ କରିଥିଲା। ଗୁରୁବାର ପାର୍ଥ ସାରଥୀଙ୍କୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story