ଆଇଏଏସ୍ ସ୍ତରରେ ଅଦଳବଦଳ, ଫେରିଲେ ଭିନିଲ

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଆଇଏସଏସ ସ୍ତରରେ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା  ଭିନିଲ କ୍ରିଷ୍ଣାଙ୍କୁ ଏସ୍‌ପିଭି ସ୍ମାଟ୍ ସିଟିର ସିଇଓ ଦାୟିତ୍ୱ ଦିଆଯାଇଛି। ୨୦୧୧ ଫେବୃୟାରୀ ୧୬ ତାରିଖରେ ମାଲକାନଗିରି ଡୋଲିଆମ୍ୱରୁ ମାଓବାଦୀମାନେ ଭିନିଲ୍ କ୍ରିଷ୍ଣାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ୯ଦିନ ରଖିବା ପରେ ମାଓବାଦୀମାନେ ମୁକ୍ତ କରିଥିଲେ। ଏହା ପରେ ସେ କେନ୍ଦ୍ରକୁ ଡେପୁଟେସନ୍‌ରେ ଯାଇଥିଲେ। ଏସ୍‌ଏନ୍ ଗିରିଶଙ୍କୁ  ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ  କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ […]

vinil

vinil

Rakesh Mallick
  • Published: Friday, 18 March 2016
  • Updated: 18 March 2016, 10:50 AM IST

Sports

Latest News

[caption id="attachment_74496" align="alignleft" width="150"]vinil ଭିନିଲ କ୍ରିଷ୍ଣା[/caption]

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଆଇଏସଏସ ସ୍ତରରେ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା  ଭିନିଲ କ୍ରିଷ୍ଣାଙ୍କୁ ଏସ୍‌ପିଭି ସ୍ମାଟ୍ ସିଟିର ସିଇଓ ଦାୟିତ୍ୱ ଦିଆଯାଇଛି। ୨୦୧୧ ଫେବୃୟାରୀ ୧୬ ତାରିଖରେ ମାଲକାନଗିରି ଡୋଲିଆମ୍ୱରୁ ମାଓବାଦୀମାନେ ଭିନିଲ୍ କ୍ରିଷ୍ଣାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ୯ଦିନ ରଖିବା ପରେ ମାଓବାଦୀମାନେ ମୁକ୍ତ କରିଥିଲେ। ଏହା ପରେ ସେ କେନ୍ଦ୍ରକୁ ଡେପୁଟେସନ୍‌ରେ ଯାଇଥିଲେ।

ଏସ୍‌ଏନ୍ ଗିରିଶଙ୍କୁ  ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ  କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଓଏମ୍‌ସି  ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନୀତିନ ଭାନୁଦାସ  ଜାୱଲେଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।  ସେହିପରି ଡି.ଏ.ବି ଓତାଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story