ଆଇଏଏସ୍‌ ସ୍ତରରେ ଅଦଳବଦଳ: ୮ ଜିଲ୍ଲାର ଜିଲାପାଳଙ୍କ ବଦଳି

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ ହୋଇଛି। ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଅଦଳବଦଳ ପରେ ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ୍ତ ମହାପାତ୍ର ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି। ସେ ଏସ୍‌ଆରସି ଓ ଓସ୍‌ଡମା ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ମଧୁସୂଦନ ପାଢ଼ୀ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି। ଓମ୍‌ଫେଡର ଏମ୍‌ଡି ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିଜୟ କେତନ […]

pradeep-mahapatra

pradeep-mahapatra

Rakesh Mallick
  • Published: Monday, 16 May 2016
  • Updated: 16 May 2016, 05:25 PM IST

Sports

Latest News

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ ହୋଇଛି। ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଅଦଳବଦଳ ପରେ ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ୍ତ ମହାପାତ୍ର ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି। ସେ ଏସ୍‌ଆରସି ଓ ଓସ୍‌ଡମା ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ମଧୁସୂଦନ ପାଢ଼ୀ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି। ଓମ୍‌ଫେଡର ଏମ୍‌ଡି ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିଜୟ କେତନ ଉପାଧ୍ୟ୍ୟାୟଙ୍କୁ ମତ୍ସ୍ୟ ଓ ଜଳ ସମ୍ପଦ ବିଭାଗ ନିର୍ଦ୍ଦେଶକ କରାଯାଇଛି।

ଗୁହା ପୁନମ ତାପସ କୁମାରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଯାମିନୀ ଷଡ଼ଙ୍ଗୀ ଜଗତସିଂହପୁର ଜିଲ୍ଲାପାଳ ହୋଇଥିବା ବେଳେ ଆଶିଷ ଠାକ୍‌ରେ ବଲାଙ୍ଗିର, ସମର୍ଥ ବର୍ମା ସମ୍ବଲପୁର, ରଘୁ ଜି. କନ୍ଧମାଳ, କେ. ସୁଦର୍ଶନ ଚକ୍ରବର୍ତ୍ତୀ ମାଲକାନଗିରି, ଅରିନ୍ଦମ ଡାକୁଆ ନୟାଗଡ଼ ଏବଂ ପୂର୍ଣ୍ଣଚନ୍ଦ୍ର ପାଠୀ ଦେବଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story