ଆଇଆଇଟିରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: କୁଳସଚିବଙ୍କୁ ରିପୋର୍ଟ ମାଗିଲେ ପି.କେ.ଷଡ଼ଙ୍ଗୀ

ଭୁବନେଶ୍ୱର: ଆଇଆଇଟିରେ ଜଣେ ଛାତ୍ରୀଙ୍କୁ ପ୍ରଫେସର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଥିବା ପଶ୍ଚିମବଙ୍ଗର ଛାତ୍ରୀ ଜଣକ ସଂପୃକ୍ତ ପ୍ରଫେସରଙ୍କ ଅଧୀନରେ ପିଏଚ୍‌ଡି କରୁଥିଲେ। ଏପରିକି ଛାତ୍ରୀଙ୍କ ସହ ବିବାହ କରିଥିବା ଜଣେ ପିଏଚ୍‌ଡି ଛାତ୍ରଙ୍କୁ ମଧ୍ୟ ପ୍ରଫେସର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଜଣକ ତାଙ୍କ ଓକିଲଙ୍କ ଜରିଆରେ ଆଇଆଇଟି କୁଳସଚିବଙ୍କୁ ନୋଟିସ ପଠାଇବା ସହ ଘଟଣାରେ ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି। […]

iit

iit

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 09:47 AM IST

Sports

Latest News

ଭୁବନେଶ୍ୱର: ଆଇଆଇଟିରେ ଜଣେ ଛାତ୍ରୀଙ୍କୁ ପ୍ରଫେସର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଥିବା ପଶ୍ଚିମବଙ୍ଗର ଛାତ୍ରୀ ଜଣକ ସଂପୃକ୍ତ ପ୍ରଫେସରଙ୍କ ଅଧୀନରେ ପିଏଚ୍‌ଡି କରୁଥିଲେ। ଏପରିକି ଛାତ୍ରୀଙ୍କ ସହ ବିବାହ କରିଥିବା ଜଣେ ପିଏଚ୍‌ଡି ଛାତ୍ରଙ୍କୁ ମଧ୍ୟ ପ୍ରଫେସର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଜଣକ ତାଙ୍କ ଓକିଲଙ୍କ ଜରିଆରେ ଆଇଆଇଟି କୁଳସଚିବଙ୍କୁ ନୋଟିସ ପଠାଇବା ସହ ଘଟଣାରେ ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ପି.କେ.ଷଡ଼ଙ୍ଗୀ ଆଇଆଇଟି କୁଳସଚିବଙ୍କୁ ଏନେଇ ତୁରନ୍ତ ରିପୋର୍ଟ ଦେବାକୁ ଚିଠି ଲେଖିଛନ୍ତି। ଛାତ୍ରୀ ଜଣକୁ ୨୦୧୨ ମସିହାରୁ ଏଭଳି ନିର୍ଯାତନା ଦିଆଯାଇ ଆସୁଥିବା ଜଣାପିଡ଼ିଛି। ଅଭିଯୋଗକାରିଣୀ ଭୁବନେଶ୍ୱର ଆଇଆଇଟି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତଦନ୍ତରେ ସନ୍ତୁଷ୍ଟ ନ ଥିବାରୁ ମାମଲାର ଆଉ ଥରେ ତଦନ୍ତ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story