ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି? ଶୀତଦିନେ ଏହାକୁ ନିୟମିତ ଖାଆନ୍ତୁ

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ଗ୍ରୀନ୍‌ ମଟର ଶରୀର ଲାଗି ବଡ଼ ଉପକାରୀ।  ଏଥିରେ କ୍ୟାଲୋରୀ ସହ ଅନେକ ପୋଷକତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। କେବଳ ଶୀତ ଋତୁରେ ମିଳୁଥିବା ଏହି ପରିବା ସବୁ ଖାଦ୍ୟ ସହ ମିଶାଇ ଖାଇହେବ। ତେବେ ଆସନ୍ତୁ ଜାଣିବା ମଟର ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ତ୍ୱଚାକୁ ସୁସ୍ଥ ରଖେ ଗ୍ରୀନ ମଟରରେ ଥିବା ଫାଇଟୋନ୍ୟୁଟ୍ରିନିସ୍‌ ଓ କେରୋଟିନ୍‌ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ତ୍ୱଚାକୁ ସୁସ୍ଥ […]

weight

weight

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 11:49 AM IST

Sports

Latest News

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ଗ୍ରୀନ୍‌ ମଟର ଶରୀର ଲାଗି ବଡ଼ ଉପକାରୀ।  ଏଥିରେ କ୍ୟାଲୋରୀ ସହ ଅନେକ ପୋଷକତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। କେବଳ ଶୀତ ଋତୁରେ ମିଳୁଥିବା ଏହି ପରିବା ସବୁ ଖାଦ୍ୟ ସହ ମିଶାଇ ଖାଇହେବ। ତେବେ ଆସନ୍ତୁ ଜାଣିବା ମଟର ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

ତ୍ୱଚାକୁ ସୁସ୍ଥ ରଖେ

ଗ୍ରୀନ ମଟରରେ ଥିବା ଫାଇଟୋନ୍ୟୁଟ୍ରିନିସ୍‌ ଓ କେରୋଟିନ୍‌ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ତ୍ୱଚାକୁ ସୁସ୍ଥ ରଖେ।

ଡାଇବେଟିସ ଆଶଙ୍କାକୁ କମ୍‌ କରେ

ମଟରରେ ଥିବା ପ୍ରୋଟିନ ଓ ଫାଇବର ଶରୀରର ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖେ ଓ ଡାଇବେଟିସ ଆଶଙ୍କାକୁ କମ୍‌ କରାଏ।

ଓଜନକୁ ନିୟନ୍ତ୍ରଣରେ ରଖେ

ଏଥିରେ ଥିବା କ୍ୟାଲୋରୀ ଓଜନକୁ  ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ନିୟମିତ ମଟର ଖାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story