ଚୀନ-ପାକ୍‌ ସହ ଯୁଦ୍ଧ ପାଇଁ ୨୦ ହଜାର କୋଟି ଟଙ୍କା ମାଗିଲା ଭାରତୀୟ ସେନା

ନୂଆଦିଲ୍ଲୀ: ଯଦି ଚୀନ ଏବଂ ପାକିସ୍ତାନ ସହ ଯୁଦ୍ଧ ହୁଏ ତେବେ ବର୍ତ୍ତମାନ ଅଧିକ ୨୦ ହଜାର କୋଟି ଟଙ୍କା ଆବଶ୍ୟକ। ଯୁଦ୍ଧ ପ୍ରସ୍ତୁତି ପାଇଁ ଏମିତି କିଛି ଅତିରିକ୍ତ ବଜେଟର ଆକଳନ କରିଛି ପ୍ରତିରକ୍ଷା ବିଭାଗ। ଏନେଇ ଏକ ପ୍ରସ୍ତାବ ପ୍ରତିରକ୍ଷା ବିଭାଗ ଭାରତ ସରକାରଙ୍କୁ ଦେଇଛି। ଦୀର୍ଘ ୫୦ ଦିନ ଧରି ଭାରତ-ଚୀନ ମଧ୍ୟରେ ବିବାଦ ଲାଗି ରହିବା ପରେ ମୁକାବିଲା ଲାଗି ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ହିସାବର ଆକଳନ କରାଯାଇଛି। […]

maxresdefault (1)

maxresdefault (1)

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 09:34 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଚୀନ ଏବଂ ପାକିସ୍ତାନ ସହ ଯୁଦ୍ଧ ହୁଏ ତେବେ ବର୍ତ୍ତମାନ ଅଧିକ ୨୦ ହଜାର କୋଟି ଟଙ୍କା ଆବଶ୍ୟକ। ଯୁଦ୍ଧ ପ୍ରସ୍ତୁତି ପାଇଁ ଏମିତି କିଛି ଅତିରିକ୍ତ ବଜେଟର ଆକଳନ କରିଛି ପ୍ରତିରକ୍ଷା ବିଭାଗ। ଏନେଇ ଏକ ପ୍ରସ୍ତାବ ପ୍ରତିରକ୍ଷା ବିଭାଗ ଭାରତ ସରକାରଙ୍କୁ ଦେଇଛି। ଦୀର୍ଘ ୫୦ ଦିନ ଧରି ଭାରତ-ଚୀନ ମଧ୍ୟରେ ବିବାଦ ଲାଗି ରହିବା ପରେ ମୁକାବିଲା ଲାଗି ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ହିସାବର ଆକଳନ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ତଳେ ସିଏଜି ଏକ ରିପୋର୍ଟ ଦେଇଥିଲେ।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସ୍ଥିତିରେ ଯୁଦ୍ଧ ଲାଗି ଆଗାମୀ ୧୦ ଦିନ ପାଇଁ ସେନା ପାଖରେ ଆବଶ୍ୟକ ଗୁଳାବାରୁଦ ଏବଂ ଅସ୍ତ୍ରଶସ୍ତ୍ର ନ ଥିବା କୁହାଯାଥିଲା। ଏପଟେ ଭାରତ ଏବଂ ଚୀନ ଭିତରେ ଡୋକଲାମକୁ ନେଇ ଚାଲିଥିବା ବିବାଦ ଭିତରେ ସୁରକ୍ଷା ମନ୍ତ୍ରାଳୟ କେନ୍ଦ୍ରଠାରୁ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ଅର୍ଥ ମାଗିଛନ୍ତି। ସେପଟେ କେନ୍ଦ୍ର ସରକାର ୨୦୧୭ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୨,୭୪,୧୧୩ .କୋଟି ଟଙ୍କାର ବଜେଟ କରିଛନ୍ତି। ଏହି ବଜେଟ ପୂର୍ବ ବର୍ଷ ତୁଳନାରେ ୬ ପ୍ରତିଶତ ଅଧିକ। ସୁରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ବଜେଟର ଅଧା ପରିମାଣ ତାଙ୍କୁ ମିଳିଛି। ସେଥିରୁ ଏକ ତୃତୀୟାଂଶ ଖର୍ଚ୍ଚ ହୋଇସାରିଲାଣି। ତେଣୁ ସେନା ପକ୍ଷରୁ ଏହି ବଜେଟ ଦାବି କରାଯାଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story