ଫଶିବ ଚୀନ: ଏମିତି କି ରଣନୀତି ପ୍ରସ୍ତୁତ କଲା ଭାରତ, ଜାଣନ୍ତୁ  

ନୂଆଦିଲ୍ଲୀ:ଚୀନର ନାଲି ଆଖିକୁ ଭାରତର କଡ଼ା ଜବାବ । ସିକିମ ସୀମାରୁ ସେନା ପ୍ରତ୍ୟାହାର ନେଇ ଚୀନ ଯେଉଁ ଧମକ ଦେଇଥିଲା ଭାରତ ଏହାକୁ ବେଖାତିର କରିଛି। କେବଳ ସେତିକି ନୁହଁ ଚୀନକୁ ଟକ୍କର ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନିଜ ଭୌଗଳିକ ସ୍ଥିତିର ସୁରକ୍ଷା ପାଇଁ ଭାରତ-ତିବ୍ବତ-ଭୁଟ୍ଟାନର ଟ୍ରାଇ ଜଙ୍କସନ ନିକଟରେ ଭାରତୀୟ ସେନା ପକ୍ଷରୁ ଖୋଳିବା ଆରମ୍ଭ ହୋଇଯାଇଛି। ଏହା ଦ୍ୱାରା ସୀମାରେ ଚୀନ […]

china-lac-1

china-lac-1

Rakesh Mallick
  • Published: Friday, 07 July 2017
  • Updated: 07 July 2017, 12:07 PM IST

Sports

Latest News

ନୂଆଦିଲ୍ଲୀ:ଚୀନର ନାଲି ଆଖିକୁ ଭାରତର କଡ଼ା ଜବାବ । ସିକିମ ସୀମାରୁ ସେନା ପ୍ରତ୍ୟାହାର ନେଇ ଚୀନ ଯେଉଁ ଧମକ ଦେଇଥିଲା ଭାରତ ଏହାକୁ ବେଖାତିର କରିଛି। କେବଳ ସେତିକି ନୁହଁ ଚୀନକୁ ଟକ୍କର ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନିଜ ଭୌଗଳିକ ସ୍ଥିତିର ସୁରକ୍ଷା ପାଇଁ ଭାରତ-ତିବ୍ବତ-ଭୁଟ୍ଟାନର ଟ୍ରାଇ ଜଙ୍କସନ ନିକଟରେ ଭାରତୀୟ ସେନା ପକ୍ଷରୁ ଖୋଳିବା ଆରମ୍ଭ ହୋଇଯାଇଛି। ଏହା ଦ୍ୱାରା ସୀମାରେ ଚୀନ ପକ୍ଷରୁ ଯେଉଁ ରାସ୍ତା ନିର୍ମାଣ ହେଉଛି ତାହା ବିପଦ ସୃଷ୍ଟି ହେବ।

ତେବେ ଖୋଳାଯାଉଥିବା ସ୍ଥାନଟି  ସ୍ଥାନୀୟ ଜଳ ବିଦ୍ୟୁତ ପ୍ରକଳ୍ପଠାରୁ ୩୦ କିମି ଦୂରରେ ରହିଛି। ଜଲଢାକା ନଦୀ ଉପରେ ହୋଇଥିବା  ଏହି ଜଳ ବିଦ୍ୟୁତ୍‌ ପ୍ରକଳ୍ପଟି ଝଲଙ୍ଗ ନିକଟରେ ଅବସ୍ଥିତ। ଜଳ ବିଦ୍ୟୁତ୍‌ ପ୍ରକଳ୍ପଟି ଭୁଟାନ ସୀମାକୁ ଲାଗି ରହିଛି। ସୀମାରେ ଜଲଢାକା ନଦୀ  ସହିତ ବ୍ରହ୍ମପୁତ୍ର ନଦୀ ମଧ୍ୟ ବୋହିଯାଇଛି। ଏବେ ଭୁଟାନର ଡୋକଲାମ ଅଞ୍ଚଳର ପାହାଡ଼ିଆ ଇଲାକାରେ ଚୀନ ରାସ୍ତା ନିର୍ମାଣ କରୁଛି। ତେବେ  ଭାରତୀୟ ସେନାର ଉପରୋକ୍ତ ରଣନୀତି ଏହି ରାସ୍ତା ପାଇଁ ବିପଦ ସୃଷ୍ଟି କରିପାରେ। ଅର୍ଥାତ ଚୀନର ଅନୁପ୍ରବେଶ ନୀତି ଫଳପ୍ରଦ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story