ରାଷ୍ଟ୍ରପତି ରେସ୍‌: ଜେଡିୟୁ ପରେ ଏନ୍‌ସିପି ଖୋଲିଲା ମୁହଁ, କଣ ରହିବ ବିଜେଡିର ଆଭିମୁଖ୍ୟ?  

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଜେପି ବିରୋଧରେ କଂଗ୍ରେସ ସମେତ ୮ଟି ପ୍ରଭାବଶାଳୀ ଆଞ୍ଚଳିକ ଦଳ ଗୋଟିଏ ଛତା ତଳେ ଏକାଠି ହୋଇଛନ୍ତି। କାଲି ଜେଡିୟୁ ମୁଖପାତ୍ର ଓ ଆଜି ଏନ୍‌ସିପିର ବରିଷ୍ଠ ନେତା ରାଜନୈତିକ ଅଙ୍କକଷା ସମ୍ପର୍କରେ ମୁହଁ ଖୋଲିଛନ୍ତି। ତେବେ ସମସ୍ତଙ୍କ ନଜର ରହିଛି କେଉଁ ଆଞ୍ଚଳିକ ଦଳ ବିଜେପିକୁ ସହଯୋଗ କରିବ। ଏଭଳି ସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି। […]

Rashtrapati-Bhavan-Delhi

Rashtrapati-Bhavan-Delhi

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 08:19 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଜେପି ବିରୋଧରେ କଂଗ୍ରେସ ସମେତ ୮ଟି ପ୍ରଭାବଶାଳୀ ଆଞ୍ଚଳିକ ଦଳ ଗୋଟିଏ ଛତା ତଳେ ଏକାଠି ହୋଇଛନ୍ତି। କାଲି ଜେଡିୟୁ ମୁଖପାତ୍ର ଓ ଆଜି ଏନ୍‌ସିପିର ବରିଷ୍ଠ ନେତା ରାଜନୈତିକ ଅଙ୍କକଷା ସମ୍ପର୍କରେ ମୁହଁ ଖୋଲିଛନ୍ତି। ତେବେ ସମସ୍ତଙ୍କ ନଜର ରହିଛି କେଉଁ ଆଞ୍ଚଳିକ ଦଳ ବିଜେପିକୁ ସହଯୋଗ କରିବ। ଏଭଳି ସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି।

ଜୁଲାଇରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏବେଠାରୁ ବିଭିନ୍ନ ଆଞ୍ଚଳିକ ଦଳ ଗୁଡ଼ିକ ଅଙ୍କକଷା ଆରମ୍ଭ କରିଦେଲେଣି। ଗୋଟିଏ ପଟେ ବିଜେପି ଥିବା ବେଳେ ଅନ୍ୟପକ୍ଷରେ ଏକଜୁଟ୍‌ ହେଉଛନ୍ତି ଅଣ ଏନ୍‌ଡିଏ ଦଳ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ସିପିଏମ୍‌ ନେତା ସୀତାରାମ ୟେଚୁରୀଙ୍କ ଭେଟ୍‌ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ରାଷ୍ଟ୍ରପତି ନିର୍ବାଚନ ଆଳରେ ଏବେ ଗୋଟିଏ ଛତା ତଳେ ଏକାଠି ହୋଇଛନ୍ତି କଂଗ୍ରେସ, ଜେଡିୟୁ, ଏନ୍‌ସିପି, ଟିଏମ୍‌ସି, ସିପିଆଇଏମ୍‌, ଏଆଇଏଡିଏମ୍‌କେ, ସମାଜବାଦୀପାର୍ଟି ଓ ବିଏସ୍‌ପି ଭଳି ରାଜନୈତିକ ଦଳ। ଯୋଗ୍ୟ ପ୍ରାର୍ଥିତ୍ୱ ସମ୍ପର୍କରେ ବିଚାର ଆରମ୍ଭ ହୋଇଯାଇଛି ବୋଲି ଡିପି ତ୍ରିପାଠୀ କହିଛନ୍ତି।

ସେ କହିଛନ୍ତି,“ରାଷ୍ଟ୍ରସ୍ତରର ଜଣେ ଦକ୍ଷ ନେତୃତ୍ୱଙ୍କୁ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ କରିବା ଦରକାର। ଏଥିପାଇଁ ସମୟ ଥିଲେ ମଧ୍ୟ ଏବେଠାରୁ ଆଞ୍ଚଳିକ ଓ ଜାତୀୟସ୍ତର ଦଳ ଗୁଡ଼ିକ ମଧ୍ୟରେ ବିରଚାର ବିମର୍ଷ ଆରମ୍ଭ ହୋଇଗଲାଣି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ନୀତୀଶ କୁମାର, ନବୀନ ପଟ୍ଟନାୟକ, ମମତା ବାନାର୍ଜୀ ଓ ସୀତାରାମ ୟେଚୁରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି।”

ରାଷ୍ଟ୍ରପତି ନିର୍ବାଚନକୁ ଦେଶର ରାଜନୀତି ଜୋର ଧରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଯାଇଛନ୍ତି। ନୀତି ଅୟୋଗ ବୈଠକରେ ଯୋଗଦେବା ପାଇଁ ସେ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି। ତେବେ ଏହା ପଛରେ ତାଙ୍କର ଆଉ କଣ କାର୍ଯ୍ୟକ୍ରମ ରହିଛି ତାକୁ ନେଇ ଚର୍ଚ୍ଚା ଚାଲିଛି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ନବୀନ କିଛି ନେତାଙ୍କ ସହିତ ଆଲୋଚନା କରିପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଛି। ପୂର୍ବରୁ ନବୀନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story