ପାକିସ୍ତାନକୁ ଭାରତର ଚେତାବନୀ: ଆମେ ବି ପଶିବୁ...

ନୂଆଦିଲ୍ଲୀ: ବହୁତ ହୋଇଗଲା। ଏବେ ଆଉ ନୁହେଁ। ଏଣିକି ପାକିସ୍ତାନ ଯଦି ଜବରଦସ୍ତ ଅନୁପ୍ରବେଶ କରେ ଭାରତ ମଧ୍ୟ ସମାନ ଢଙ୍ଗରେ ଜବାବ ଦେବ। ଅର୍ଥାତ ଭାରତ ଅନୁପ୍ରେବେଶ କରିବାକୁ ପଛାଇବ ନାହିଁ। ଆଜି ଏମିତି କିଛି ସନ୍ଦେସ ମାଧ୍ୟମରେ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ। ଅନୁପ୍ରବେଶ ପାଇଁ ଭାରତ ପାଖରେ ଯଥେଷ୍ଟ ସୈନ୍ୟ ଅଛନ୍ତି । ଭାରତର ସାମରିକ ଅପରେଶନର ନିର୍ଦ୍ଦେଶକ ତଥା ଡିଜିଏମଓ ଲ୍ୟୁଟନାଣ୍ଟ ଜେନେରାଲ ଏକେ ଭଟ୍ଟ ପାକିସ୍ତାନ ଡିଜିଏମକୁ ଏ ସମ୍ପର୍କରେ […]

gen-1

gen-1

Rakesh Mallick
  • Published: Monday, 17 July 2017
  • Updated: 17 July 2017, 04:48 PM IST

Sports

Latest News

ନୂଆଦିଲ୍ଲୀ: ବହୁତ ହୋଇଗଲା। ଏବେ ଆଉ ନୁହେଁ। ଏଣିକି ପାକିସ୍ତାନ ଯଦି ଜବରଦସ୍ତ ଅନୁପ୍ରବେଶ କରେ ଭାରତ ମଧ୍ୟ ସମାନ ଢଙ୍ଗରେ ଜବାବ ଦେବ। ଅର୍ଥାତ ଭାରତ ଅନୁପ୍ରେବେଶ କରିବାକୁ ପଛାଇବ ନାହିଁ। ଆଜି ଏମିତି କିଛି ସନ୍ଦେସ ମାଧ୍ୟମରେ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ। ଅନୁପ୍ରବେଶ ପାଇଁ ଭାରତ ପାଖରେ ଯଥେଷ୍ଟ ସୈନ୍ୟ ଅଛନ୍ତି । ଭାରତର ସାମରିକ ଅପରେଶନର ନିର୍ଦ୍ଦେଶକ ତଥା ଡିଜିଏମଓ ଲ୍ୟୁଟନାଣ୍ଟ ଜେନେରାଲ ଏକେ ଭଟ୍ଟ ପାକିସ୍ତାନ ଡିଜିଏମକୁ ଏ ସମ୍ପର୍କରେ ଟେଲିଫୋନ କରି ଅବଗତ କରିଛନ୍ତି।

ଜମ୍ମୁ କଶ୍ମୀରିର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରୁଥିବାରୁ ଏହାର ଜବାବରେ ଭାରତ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି।  ଗଣମାଧ୍ୟମକୁ ଏ ସମ୍ପର୍କରେ ସେନାର  ମୁଖପାତ୍ର ଲ୍ୟୁଟନାଣ୍ଟ କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି।  ଏଲଓସିର ପୁଞ୍ଛ ସେକ୍ଟରରେ ପାକ୍‌ ସୈନ୍ୟଙ୍କ ଗୁଳିରେ ଜଣେ ଭାରତୀୟ ଯବାନ ଏବଂ ଜଣେ ଛୋଟ ଝିଅ ପ୍ରାଣ ହରାଇବା ପରେ ଭାରତର ଡିଜିଏମଓ ପାକ୍‌ ଡିଜିଏମଓଙ୍କ ସହ ଏ ସମ୍ପର୍କରେ କଥା ହୋଇଛନ୍ତି।  ହଟଲାଇନରେ ଏ ସମ୍ପର୍କରେ ପାଖାପାଖି ୧୦ ମିନିଟ ଆଲୋଚନା ହୋଇଥିଲା।  ଏହି ଆଲୋଚନାରେ ପାକିସ୍ତାନକୁ ଭାରତ ପକ୍ଷରୁ ସତର୍କ କରଯାଇଛି। ସୂଚନା ଅନୁଯାୟୀ  ଚଳିତ ଜୁନ୍‌ ମାସରେ ଅଦ୍ୟାବଧି ପାକିସ୍ତାନ ୨୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story