ଭାରତ-ଚୀନ୍‌ ଯୁଦ୍ଧ ସମ୍ଭାବନା: ସତର୍କ କଲେ ଚୀନ୍ ବିଶେଷଜ୍ଞ, ଉଠିଲା ୬୨ର ବିଭୀଷିକା  

ନୂଆଦିଲ୍ଲୀ: ସୀମାକୁ ନେଇ ଉଭୟ ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦ  ଯଦି ନିୟନ୍ତ୍ରଣକୁ ନ ଆସେ ତେବେ ଯୁଦ୍ଧ ନିଶ୍ଚିତ। ଚୀନ ତା’ର ସାର୍ବଭୌମକୁ ରକ୍ଷା କରିବା ପାଇଁ ଯୁଦ୍ଧ ପାଇଁ ପଛାଇବ ନାହିଁ ବୋଲି ଚୀନର କେତେକ ବିଶେଷଜ୍ଞ କରିଛନ୍ତି।  ସିକିମ ସେକ୍ଟର ଡୋକଲାମ ଅଞ୍ଚଳକୁ ନେଇ ଉଭୟ ଦେଶ ମଧ୍ୟରେ ମାସେରୁ ଊର୍ଦ୍ଧ୍ୱ ହେବ ଉତ୍ତେଜନା ଲାଗି ରହିଛି। ଗତ ଜୁନ୍‌ ୬ ତାରିଖରେ ଡୋକଲାମ ଅଞ୍ଚଳରେ ଚୀନ ସେନା […]

chin

chin

Rakesh Mallick
  • Published: Monday, 03 July 2017
  • Updated: 03 July 2017, 06:24 PM IST

Sports

Latest News

ନୂଆଦିଲ୍ଲୀ: ସୀମାକୁ ନେଇ ଉଭୟ ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦ  ଯଦି ନିୟନ୍ତ୍ରଣକୁ ନ ଆସେ ତେବେ ଯୁଦ୍ଧ ନିଶ୍ଚିତ। ଚୀନ ତା’ର ସାର୍ବଭୌମକୁ ରକ୍ଷା କରିବା ପାଇଁ ଯୁଦ୍ଧ ପାଇଁ ପଛାଇବ ନାହିଁ ବୋଲି ଚୀନର କେତେକ ବିଶେଷଜ୍ଞ କରିଛନ୍ତି।  ସିକିମ ସେକ୍ଟର ଡୋକଲାମ ଅଞ୍ଚଳକୁ ନେଇ ଉଭୟ ଦେଶ ମଧ୍ୟରେ ମାସେରୁ ଊର୍ଦ୍ଧ୍ୱ ହେବ ଉତ୍ତେଜନା ଲାଗି ରହିଛି। ଗତ ଜୁନ୍‌ ୬ ତାରିଖରେ ଡୋକଲାମ ଅଞ୍ଚଳରେ ଚୀନ ସେନା ଜବରଦସ୍ତ ପଶି ଦୁଇଟି ବଙ୍କର ଭାଙ୍ଗିଦେବା ପରେ ପରିସ୍ଥିତି ସଙ୍ଗିନ ହୋଇଛି।

ସେପଟେ ଚୀନ୍‌କୁ ମୁକାବିଲା ପାଇଁ ଭାରତ ଅଧିକ ସେନା ପଠାଇଛି। ଏପରିକି ଚୀନ ୬୨ ଯୁଦ୍ଧର ପରିଣାମକୁ  ନେଇ ଯେଉଁ ଧମକ ଦେଇଥିଲା ଏହା ଉପରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଅରୁଣଜେଟଲି ଜବାବ ରଖିଥିଲେ। କହିଥିଲେ ୧୯୬୨ ସ୍ଥତି ଅଲଗା ଥିଲା। ଏବେ ୨୦୧୭ରେ ଭାରତ ପଦାର୍ପଣ କରିଛି। ସ୍ଥିତି ବି ବଦଳିଯାଇଛି  ବୋଲି ଅରୁଣଜେଟଲି କହିଛନ୍ତି। ତେବେ ଅରୁଣ ଜେଟଲିଙ୍କ ବୟାନ ଉପରେ ଚୀନ ପ୍ରତିକ୍ରିୟା ରଖିଛି। ସାଂଘାଇର ଜଣେ ପ୍ରଫେସର ୱାଙ୍ଗ ଦେହୁଆ କହିଛନ୍ତି ଚୀନ ମଧ୍ୟ ୬୨ଠାରୁ ଅନେକ ବଦଳିଯାଇଛି। ସେହିପରି ବର୍ତ୍ତମାନର ସ୍ଥିତିକୁ ଦେଖି  ଯୁଦ୍ଧ ହୋଇପାରେ ବୋଲି ଚୀନ୍‌ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍‌ସ୍‌ରେ ପ୍ରକାଶ  ପାଇଛି। ୧୯୬୨ରେ ଚୀନ-ଭାରତ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ଲଢେଇରେ ୭୨୨ ଜଣ ଚୀନ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା ବେଳେ ଭାରତର ୪,୩୮୩ ସୈନ୍ୟ ସହିଦ ହୋଇଥିଲେ ।

ତେବେ ଚୀନ୍‌ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ମିଳିତ ଆଲୋଚନାରେ ଏହି  ସମସ୍ୟାର ସମାଧାନ ହେବା ଜରୁରୀ। ନଚେତ ଯୁଦ୍ଧ ହେଲେ ତୃତୀୟ ପକ୍ଷ ତଥା ଆମେରିକା ଏହାର ଫାଇଦା ନେଇପାରେ ବୋଲି ପ୍ରଫେସର ୱାଙ୍ଗ କହିଛନ୍ତି। ସେହିପରି ଚୀନ ପ୍ରତି ଭାରତ ଶତ୍ରୁତା ମନୋଭାବ ଛାଡ଼ିବା ଉଚିତ ବୋଲି  ସେ କହିଥିଲେ। ଜମ୍ମୁ ଏବଂ କଶ୍ମୀରଠାରୁ ଅରୁଣାଚଳ ପ୍ରଦେଶ ମଧ୍ୟରେ ଭାରତ-ଚୀନ ସୀମା ଦେଇ ୩.୪୮୮ କିମି ଅତିକ୍ରମ କରିଛି। ତେବେ ସେଥିରୁ  ୨୨୦ କିମି ସିକିମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story