ଗୁରୁତର ଯୁବତୀଙ୍କୁ ଡାକ୍ତରଖାନା ଆଣି ଫସିଲେ ଡ୍ରାଇଭର, ପଛରେ ଆସୁଥିବା ଦୁଇ ଯୁବକଙ୍କ ପତ୍ତା ମିଳୁନି

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ଯୁବତୀଙ୍କୁ ଡାକ୍ତରଖାନା ଆଣି ହରଡ଼ଘଣାରେ ଟ୍ୟାକ୍ସି ଡ୍ରାଇଭର। ପୋଲିସ ତାଙ୍କୁ ଅଟକ ରଖି କୁମ୍ଭାରପଡ଼ା ଥାନାରେ ପଚରାଉଚରା କରୁଛି। ଏହାସହିତ ତାଙ୍କ ସହଯୋଗୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଉଭୟ ବ୍ରହ୍ମଗିରିରୁ ଯୁବତୀଙ୍କୁ ପୁରୀ ଡାକ୍ତରଖାନା ଆଣିଥିଲେ। ଡ୍ରାଇଭରଙ୍କ କହିବା ଅନୁସାରେ ୨ ଜଣ ବ୍ୟକ୍ତି ଯୁବତୀଙ୍କୁ ବାଇକ୍‌ରେ ଆଣୁଥିଲେ। ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିଲା। ଟ୍ୟାକ୍ସିରେ ଯୁବତୀଙ୍କୁ ପଠାଇ ପଛେ ପଛେ ସେମାନେ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 10:50 AM IST

Sports

Latest News

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ଯୁବତୀଙ୍କୁ ଡାକ୍ତରଖାନା ଆଣି ହରଡ଼ଘଣାରେ ଟ୍ୟାକ୍ସି ଡ୍ରାଇଭର। ପୋଲିସ ତାଙ୍କୁ ଅଟକ ରଖି କୁମ୍ଭାରପଡ଼ା ଥାନାରେ ପଚରାଉଚରା କରୁଛି। ଏହାସହିତ ତାଙ୍କ ସହଯୋଗୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଉଭୟ ବ୍ରହ୍ମଗିରିରୁ ଯୁବତୀଙ୍କୁ ପୁରୀ ଡାକ୍ତରଖାନା ଆଣିଥିଲେ। ଡ୍ରାଇଭରଙ୍କ କହିବା ଅନୁସାରେ ୨ ଜଣ ବ୍ୟକ୍ତି ଯୁବତୀଙ୍କୁ ବାଇକ୍‌ରେ ଆଣୁଥିଲେ। ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିଲା। ଟ୍ୟାକ୍ସିରେ ଯୁବତୀଙ୍କୁ ପଠାଇ ପଛେ ପଛେ ସେମାନେ ଆସୁଥିଲେ । ହେଲେ ଏହି ଦୁଇ ଯୁବକ  ଡାକ୍ତରଖାନାରେ ପହଞ୍ଚି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story