ଆଇଏନ୍‌ଏସ୍‌ ‘ସାନ୍ଧ୍ୟକ’ରେ ବିଶୃଙ୍ଖଳା; ହଟିଲେ ୪ ନାବିକ

ପାରାଦୀପ: ଭାରତୀୟ ନୌସେନାର ଜାହାଜ ଆଇଏନ୍‌ଏସ୍‌ ‘ସାନ୍ଧ୍ୟକ’ରେ ବିଶୃଙ୍ଖଳା ଅଭିଯୋଗରେ ୪ ଜଣ ନାବିକଙ୍କୁ ହଟାଇ ଦିଆଯାଇଛି। ଓଡ଼ିଶା ଉପକୂଳର ପାରାଦୀପ ନିକଟ ଗଭୀର ସମୁଦ୍ରରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଭାରତୀୟ ନୌସେନା ପକ୍ଷରୁ ବୋର୍ଡ ଅଫ୍‌ ଇନୱାରୀ ନିର୍ଦ୍ଦେଶ ଦିଆଯାଇଛି। ବଙ୍ଗୋପସାଗରରେ ନୌସେନା ପକ୍ଷରୁ ଜାହାଜରେ ମୁତୟନ ହୋଇଥିବା ୪ ଜଣ ନାବିକ ନଇଁକରି ଛିଡା ହୋଇଥିବା ବେଳେ ତାଙ୍କ ଉପିତସ୍ଥ ଅଧିକାରୀ ସଳଖି ଛିଡା ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାଙ୍କ […]

ins-sandhayak

ins-sandhayak

Rakesh Mallick
  • Published: Friday, 10 March 2017
  • Updated: 10 March 2017, 10:24 AM IST

Sports

Latest News

ପାରାଦୀପ: ଭାରତୀୟ ନୌସେନାର ଜାହାଜ ଆଇଏନ୍‌ଏସ୍‌ ‘ସାନ୍ଧ୍ୟକ’ରେ ବିଶୃଙ୍ଖଳା ଅଭିଯୋଗରେ ୪ ଜଣ ନାବିକଙ୍କୁ ହଟାଇ ଦିଆଯାଇଛି। ଓଡ଼ିଶା ଉପକୂଳର ପାରାଦୀପ ନିକଟ ଗଭୀର ସମୁଦ୍ରରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଭାରତୀୟ ନୌସେନା ପକ୍ଷରୁ ବୋର୍ଡ ଅଫ୍‌ ଇନୱାରୀ ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରରେ ନୌସେନା ପକ୍ଷରୁ ଜାହାଜରେ ମୁତୟନ ହୋଇଥିବା ୪ ଜଣ ନାବିକ ନଇଁକରି ଛିଡା ହୋଇଥିବା ବେଳେ ତାଙ୍କ ଉପିତସ୍ଥ ଅଧିକାରୀ ସଳଖି ଛିଡା ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାଙ୍କ ନିର୍ଦ୍ଦେଶ ମାନିବା ପରିବର୍ତ୍ତେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଏକ ହେଲିପକ୍ଟର ସମୁଦ୍ରକୁ ପଠାଯାଇ ନାବିକମାନଙ୍କୁ ଜାହାଜରୁ ହଟାଇ ଦିଆଯାଇଛି। ଆଇଏନ୍‌ଏସ୍‌ ସାନ୍ଧ୍ୟକର ଅପରେସନ୍‌ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story