ଅଜଣା ଜନ୍ତୁ ଭୟ: ମେଣ୍ଢାଙ୍କର ହେଲା ଇନ୍ସ୍ୟୁରାନ୍ସ, ବର୍ଷକ ଭିତରେ ମଲେ ମିଳିବ ୪ ହଜାର

ମେଣ୍ଢାଙ୍କ କାନରେ ଟ୍ୟାଗ୍,ଏ ଟ୍ୟାଗ୍ ହେଉଛି ଇନ୍ସୁରାନ୍ସର।  ମେଣ୍ଢାଙ୍କ କରାଯାଉଛି ଜୀବନବୀମା ଏଥିପାଇଁ ପ୍ରିମିୟମ୍ ରହିଛି ୫୦ ଟଙ୍କା। ଆଉ ବୀମା ଅବଧି- ବର୍ଷେ। ଏହି ସମୟରେ ମେଣ୍ଢା ମଲେ ମିଳିବ ୪ ହଜାର ଟଙ୍କା କ୍ଷତିପୂରଣ। ନିଆଳିରେ ମେଣ୍ଢା ମ଼ଡକପରେ ଆତଙ୍କିତ ଅବସ୍ଥାରେ ଥିବା ମେଣ୍ଢା ପାଳକମାନେ ଏବେ ସାହାରା ନେଇଛନ୍ତି ଜୀବନ ବୀମାର। ବିଳାସୁଣୀ ପଞ୍ଚାୟତରେ ଆଜି ବହୁ ମେଣ୍ଢାପାଳକ ଜାତୀୟ ପ୍ରାଣୀଧନ ମିଶନ ଅଧୀନରେ ବୀମା କରାଇଛନ୍ତି। ତେବେ ସବୁ ମେଣ୍ଢାର ଇନ୍ସୁରାନ୍ସ […]

niali mendha

niali mendha

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 08:13 PM IST

Sports

Latest News

ମେଣ୍ଢାଙ୍କ କାନରେ ଟ୍ୟାଗ୍,ଏ ଟ୍ୟାଗ୍ ହେଉଛି ଇନ୍ସୁରାନ୍ସର।  ମେଣ୍ଢାଙ୍କ କରାଯାଉଛି ଜୀବନବୀମା ଏଥିପାଇଁ ପ୍ରିମିୟମ୍ ରହିଛି ୫୦ ଟଙ୍କା। ଆଉ ବୀମା ଅବଧି- ବର୍ଷେ। ଏହି ସମୟରେ ମେଣ୍ଢା ମଲେ ମିଳିବ ୪ ହଜାର ଟଙ୍କା କ୍ଷତିପୂରଣ। ନିଆଳିରେ ମେଣ୍ଢା ମ଼ଡକପରେ ଆତଙ୍କିତ ଅବସ୍ଥାରେ ଥିବା ମେଣ୍ଢା ପାଳକମାନେ ଏବେ ସାହାରା ନେଇଛନ୍ତି ଜୀବନ ବୀମାର। ବିଳାସୁଣୀ ପଞ୍ଚାୟତରେ ଆଜି ବହୁ ମେଣ୍ଢାପାଳକ ଜାତୀୟ ପ୍ରାଣୀଧନ ମିଶନ ଅଧୀନରେ ବୀମା କରାଇଛନ୍ତି। ତେବେ ସବୁ ମେଣ୍ଢାର ଇନ୍ସୁରାନ୍ସ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।

ଏଣେ ମେଣ୍ଢା ମଡକର କାରଣ ଖୋଜିବା ଲାଗି ଗତକାଲି ରାତିରେ ନିଆଳି ଯାଇଥିବା ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଅର ଦୁଇ ଜଣିଆ ପ୍ରତିନିଧି ଦଳ ଆଜି ଖୁଲାସ ଓ ଗୋବିନ୍ଦପଦା ଅଂଚଳ ବୁଲିଛନ୍ତି।  ସେମାନେ ମେଣ୍ଢା ହରାଇଥିବା ମାଲିକଙ୍କ ସହ ଗ୍ରାମବାସୀଙ୍କଠାରୁ ତଥ୍ୟ ସଂଗ୍ରହ କରଛନ୍ତି। ବିଭିନ୍ନ ଫୁଟେଜ, ମୋବାଇଲ ଭିଡିଓ, ଫଟୋକୁ ମଧ୍ୟ ପରଖିଛନ୍ତି।  ଖୁବ ଶୀଘ୍ର ଅଜଣା ଜନ୍ତୁ ବିଷୟରେ ଅନୁସନ୍ଧାନ କରିବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story