ଦୁଃଖ ବୁଝିଲେ ଅନ୍ତର୍ଜାତୀୟ କୋର୍ଟ: କୁଳଭୂଷଣଙ୍କ ଫାଶି ଦଣ୍ଡାଦେଶ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ନୌସେନା ଅଫିସର କୁଳଭୂଷଣ ଯାଦବଙ୍କୁ ମିଳିଛି ଆଶ୍ୱସ୍ତି। ଗୁପ୍ତଚର ଅଭିଯୋଗରେ ପାକିସ୍ତାନୀ ସେନା କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଅନ୍ତର୍ଜାତୀୟ ଅଦାଲତ ସ୍ଥଗିତାଦେଶ ଜାରି କରିଛନ୍ତି। ପାକିସ୍ତାନର ସାମରିକ କୋର୍ଟ କୁଳଭୂଷଣଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏପ୍ରିଲ ୧୦ ତାରିଖରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଏହି ରାୟ ବିରୋଧରେ ଭାରତ ପ୍ରତିବାଦ ଜଣାଇବା ସହ କୁଟନୈତିକ ଉଦ୍ୟମ ଆରମ୍ଭ କରିଥିଲା। କୁଳଭୂଷଣଙ୍କୁ ଆଇନଗତ ସହାୟତା ପ୍ରଦାନ ପାଇଁ ନୂଆଦିଲ୍ଲୀ […]

Yadav

Yadav

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 07:56 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ନୌସେନା ଅଫିସର କୁଳଭୂଷଣ ଯାଦବଙ୍କୁ ମିଳିଛି ଆଶ୍ୱସ୍ତି। ଗୁପ୍ତଚର ଅଭିଯୋଗରେ ପାକିସ୍ତାନୀ ସେନା କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଅନ୍ତର୍ଜାତୀୟ ଅଦାଲତ ସ୍ଥଗିତାଦେଶ ଜାରି କରିଛନ୍ତି। ପାକିସ୍ତାନର ସାମରିକ କୋର୍ଟ କୁଳଭୂଷଣଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏପ୍ରିଲ ୧୦ ତାରିଖରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଏହି ରାୟ ବିରୋଧରେ ଭାରତ ପ୍ରତିବାଦ ଜଣାଇବା ସହ କୁଟନୈତିକ ଉଦ୍ୟମ ଆରମ୍ଭ କରିଥିଲା।

କୁଳଭୂଷଣଙ୍କୁ ଆଇନଗତ ସହାୟତା ପ୍ରଦାନ ପାଇଁ ନୂଆଦିଲ୍ଲୀ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ବି ଇସଲାମାବାଦ ପ୍ରତ୍ୟାଖାନ କରି ଆସୁଥିଲା। ଫଳରେ ଭାରତ ନେଦରଲାଣ୍ଡର ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଗତକାଲି ରାତିରେ ରାୟ ପ୍ରକାଶ ପାଇଛି। କୋର୍ଟଙ୍କ ରାୟରେ କୁହାଯାଇଛି ଯେ ପାକିସ୍ତାନ ବିରୋଧରେ ଭାରତ ଏକ ଆବେଦନ କରିଛି। କୌଣସି ଦେଶର ଅଭିଯୁକ୍ତଙ୍କୁ ଉଚ୍ଚାଯୁକ୍ତଙ୍କ ଜରିଆରେ ଆଇନଗତ ସହାୟତା ପ୍ରଦାନ କରାଯିବା ଉଚିତ। ଏ ସଂପର୍କିତ ଭିଏନା ଚୁକ୍ତିକୁ ମଧ୍ୟ ପାକିସ୍ତାନ ଉଲଂଘନ କରୁଥିବା ଭାରତ ପକ୍ଷରୁ ଅଭିଯୋଗ କରାଯାଇଛି।  ଭାରତର ଆବେଦେନକୁ ଗ୍ରହଣ କରାଯାଇ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି।

୨୦୧୬ରେ ପୂର୍ବତନ ନୌସେନା ଅଫିସର କୁଳଭୂଷଣ ଇରାନ ଦେଇ ପାକିସ୍ତାନରେ ପ୍ରବେଶ କରିଥିବା ବେଳେ ତାଙ୍କୁ  ଗିରଫ କରାଯାଇଥିଲା । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କୋର୍ଟଙ୍କ ରାୟ ସଂପର୍କରେ କୁଳଭୂଷଣଙ୍କ ମା’କୁ ଅବଗତ କରାଇଛନ୍ତି।  ଅଦାଲତରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲରେ ଏହି ମାମଲା ପରିଚାଳନା କରୁଥିବା ସୁଷମା ଟୁଇଟ୍ କରିଛନ୍ତି।

ଫଟୋ-ଏନ୍‌ଡିଟିଭି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story