‘ଗୀତା’ ଚର୍ଚ୍ଚା ଶେଷ?

ଭୁବନେଶ୍ୱର: ଗୀତା ମେହେଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ସେ ରହିଛନ୍ତି ଚର୍ଚ୍ଚାରେ। ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ସେ ଏକାଧିକ ଥର ଓଡ଼ିଶାକୁ ଆସିବା ନେଇ ହେଉଛି ଭିନ୍ନ ଭିନ୍ନ ଚର୍ଚ୍ଚା। ଅନେକ କହିଲେ ଗୀତା ରାଜ୍ୟସଭା ଯିବେ। ଆଉ ଏଥିରେ ଘିଅ ଢାଳିଥିଲା ରାଜ୍ୟସଭାରୁ ବିଷ୍ଣୁ ଦାସଙ୍କ ଇସ୍ତଫା। ଚର୍ଚ୍ଚା ଏମିତି ବି ହେଉଥିଲା ଗୀତା ରାଜ୍ୟସଭାକୁ ଯିବେ। ତା’ପରେ ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଇଁ ବିଦେଶ ଯିବେ। ସେତେବେଳେ ରାଜ୍ୟର ଶାସନ ଭାର […]

naveeng

naveeng

Rakesh Mallick
  • Published: Monday, 03 April 2017
  • Updated: 03 April 2017, 10:19 PM IST

Sports

Latest News

ଭୁବନେଶ୍ୱର: ଗୀତା ମେହେଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ସେ ରହିଛନ୍ତି ଚର୍ଚ୍ଚାରେ। ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ସେ ଏକାଧିକ ଥର ଓଡ଼ିଶାକୁ ଆସିବା ନେଇ ହେଉଛି ଭିନ୍ନ ଭିନ୍ନ ଚର୍ଚ୍ଚା।

ଅନେକ କହିଲେ ଗୀତା ରାଜ୍ୟସଭା ଯିବେ। ଆଉ ଏଥିରେ ଘିଅ ଢାଳିଥିଲା ରାଜ୍ୟସଭାରୁ ବିଷ୍ଣୁ ଦାସଙ୍କ ଇସ୍ତଫା।

ଚର୍ଚ୍ଚା ଏମିତି ବି ହେଉଥିଲା ଗୀତା ରାଜ୍ୟସଭାକୁ ଯିବେ। ତା’ପରେ ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଇଁ ବିଦେଶ ଯିବେ। ସେତେବେଳେ ରାଜ୍ୟର ଶାସନ ଭାର ଭଉଣୀଙ୍କ ହାତରେ ସମର୍ପି ଯିବେ। ନବୀନ ଫେରିବା ପର୍ଯ୍ୟନ୍ତ ଗୀତା ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଯଦିଓ ମୁଖ୍ୟମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ତାଙ୍କର କିଛି ହୋଇନାହିଁ କି ସେ ଚିକିତ୍ସା ପାଇଁ ବିଦେଶ ଯିବାର କୌଣସି କାର୍ଯ୍ୟକ୍ରମ ନାହିଁ, ତଥାପି ଏଭଳି ଆଲୋଚନା ଜୋର ଧରି ଥିଲା।

ଆଉ କିଛି ଲୋକଙ୍କଠାରୁ ଶୁଣିବାକୁ ମିଳିଲା ଯେ ଗୀତା ଭାଇଙ୍କ ମୁଖ୍ୟ ପରାମର୍ଶଦାତା ଭୂମିକା ନିଭାଇବେ। ଏହାକୁ ବି ବିଶ୍ୱାସ କରାଗଲା। ଏହା ପଛରେ କାରଣ ବି ଅଛି। କିଛି ଦିନ ତଳେ ଭଉଣୀ ଗୀତାଙ୍କ ସହିତ ଏକ ମଲ୍‌ରେ ଥିବା ଏକ ବହି ଦୋକାନକୁ ଆସିଥିଲେ ମୁଖ୍ୟମନ୍ତ୍ରୀ। ସାଧାରଣତଃ ନବୀନ ଏମିତି କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଆସନ୍ତି ନାହିଁ। ପୁଣି ସେଠାରେ ଉପସ୍ଥିତ ଲୋକଙ୍କ ସହିତ ନବୀନ ସେଲ୍‌ଫି ନେଇଥିଲେ। ଏଇଟା ନିହାତି ନୂଆ ଥିଲା। ଅନେକ ତ ଏହା ଶୁଣି ଆଶ୍ଚର୍ଯ୍ୟ ବି ହୋଇଗଲେ। ଏହା ପରେ ଆଉ ଦିନେ ମୁଖ୍ୟମନ୍ତ୍ରୀ ଓୟୁଏଟି ଯାଇ ଛାତ୍ରଛାତ୍ରୀଙ୍କୁ ଭେଟି ଥିଲେ। ସେମାନଙ୍କ ସହ ସେଲ୍‌ଫି ନେଇଥିଲେ। ଛାତ୍ରଛାତ୍ରୀ ଦେଇଥିବା ଛତୁ ନେଇ ନବୀନ ନିବାସ ଆସିଥିଲେ। ବିଜେଡିର ତୃଣମୂଳ ସ୍ତରର ନେତାଙ୍କୁ ଭେଟିବା ଆରମ୍ଭ କରିଛନ୍ତି। କୋରାପୁଟ, ଯାଜପୁର ପରେ ଆଜି ମୟୂରଭଞ୍ଜର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଭେଟିଛନ୍ତି। ପୁଣି ନବୀନ ନିବାସରେ ନୁହେଁ, ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣୁ କୁହାଯାଉଛି ଏ ସବୁ ଗୀତାଙ୍କ ପ୍ରଭାବ। ଗୀତାଙ୍କ ପରାମର୍ଶ ଅନୁଯାୟୀ ନବୀନଙ୍କଠାରେ ଦେଖାଯାଇଛି ଏ ପରିବର୍ତ୍ତନ।

ଆଲୋଚନା ଏହା ବି ହେଉଥିଲା ଯେ ଆଗକୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ। ଏନେଇ ଗୀତାଙ୍କ ସହିତ ଅଙ୍କ କଷୁଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଭଉଣୀଙ୍କ ପରାମର୍ଶକୁ କୁଆଡ଼େ କାର୍ଯ୍ୟକାରୀ କରିବା ମୁଡ୍‌ରେ ଅଛନ୍ତି ନବୀନ।

ଏମିତି ଆହୁରି କିଛି ଚର୍ଚ୍ଚା ହେଉଥିବା ବେଳେ ଭଉଣୀ ଗୀତାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“ମୋ ଭଉଣୀ ରାଜନୀତିକୁ ଆସିବାକୁ ଆଗ୍ରହୀ ନୁହନ୍ତି। ସେ ରାଜ୍ୟସଭା ଅବା ଅନ୍ୟ କୌଣସି ପଦପଦବୀ ପାଇଁ ଆଗ୍ରହୀ ନାହାନ୍ତି।”

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଗୀତାଙ୍କୁ ନେଇ ଚାଲିଥିବା ସବୁ ଆକଳନ ଓ ଆଲୋଚନା ଶେଷ ହୋଇଯାଇଛି ବୋଲି ଆଲୋଚନା ହେଉଛି। କିନ୍ତୁ ପ୍ରକୃତରେ କ’ଣ ଗୀତାଙ୍କୁ ନେଇ ଚର୍ଚ୍ଚା ଶେଷ ହୋଇଗଲା? ହୋଇପାରେ ତାଙ୍କର ରାଜ୍ୟସଭା ଯିବା ଚର୍ଚ୍ଚା ବନ୍ଦ ହୋଇଯିବ। କିନ୍ତୁ ନବୀନଙ୍କ ରାଜନୈତିକ ଗୋଟି ଚାଳନାରେ ଗୀତାଙ୍କ ଭୂମିକା ସଂପର୍କିତ ଚର୍ଚ୍ଚା ହେବ କି ନାହିଁ, ତାହା ଆଗାମୀ ଦିନଗୁଡ଼ିକରେ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story