ଅଲଗା ହେଲେ ଜଗା-କାଳିଆ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଶେଷରେ ଅଲଗା ହୋଇଛନ୍ତି କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ। ଅପରେସନ ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୁଣ୍ଡ ଅଲଗା ପରେ ଏବେ ପ୍ଲାଷ୍ଟିକ ସର୍ଜନ କାମ ଚାଲିଛ। ଆଜି ରାତି ସାରା ପ୍ଲାଷ୍ଟିକ ସର୍ଜରୀ କାମ ଚାଲିପାରେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଆଜି ନୂଆଦିଲ୍ଲା ସ୍ଥିତ ଏମ୍‌ସରେ ଏମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ଆରମ୍ଭ ହୋଇଥିଲା। ତେବେ ଅଲଗା ହେବା ପରେ ମଧ୍ୟ ଏହି […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 09:39 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଶେଷରେ ଅଲଗା ହୋଇଛନ୍ତି କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ। ଅପରେସନ ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୁଣ୍ଡ ଅଲଗା ପରେ ଏବେ ପ୍ଲାଷ୍ଟିକ ସର୍ଜନ କାମ ଚାଲିଛ। ଆଜି ରାତି ସାରା ପ୍ଲାଷ୍ଟିକ ସର୍ଜରୀ କାମ ଚାଲିପାରେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ଆଜି ନୂଆଦିଲ୍ଲା ସ୍ଥିତ ଏମ୍‌ସରେ ଏମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ଆରମ୍ଭ ହୋଇଥିଲା। ତେବେ ଅଲଗା ହେବା ପରେ ମଧ୍ୟ ଏହି ଅପରେସନ୍‌ ଜାରି ରହିବ ବୋଲି ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି।

ଆଜି ଭୋର ୫ଟାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନ୍ୟୁରୋ ସାଇନସ୍ ଓ୍ୱାର୍ଡରୁ ଅପରେସନ ଥିଏଟରକୁ ନିଆଯାଇଥିଲା। ସକାଳ ୯ଟାରୁ ଅପରେସନ୍ ଆରମ୍ଭ ହେଲା। ଦୁଇ ଭାଇଙ୍କୁ ଅଲଗା କରିବା ପାଇଁ ନନ୍‌ଷ୍ଟପ୍‌ ସର୍ଜରୀରେ ଲାଗିଛନ୍ତି ଏକ୍ସପର୍ଟ ଡାକ୍ତରୀ ଟିମ୍। ଯେଉଁଥିରେ ସାମିଲ ଅଛନ୍ତି ନ୍ୟୁରୋ ସର୍ଜନଙ୍କ ସହ ପେଡିଆଟ୍ରିକ୍ ଓ କାର୍ଡିଓଲୋଜି ସହ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର। ତେବେ ଗତଥର ଭଳି ଏଥର ଦେଶ ବାହାରୁ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story